ଆଲୋଚନା:ସ୍ୱାମୀ ବିବେକାନନ୍ଦ

Page contents not supported in other languages.
ଉଇକିପିଡ଼ିଆ‌ରୁ

ସ୍ଵାମୀ ବିବେକାନନ୍ଦ ଲେଖାଟିକୁ ଜାନୁଆରୀ ୨୦୧୩ ର ବଛା ଲେଖା କରିବା ପାଇଁ ମୁଁ ଆମ ଭାଇ ମାନଙ୍କୁ ଅନୁରୋଧ କରୁଛି । ୧୨ ଜାନୁଆରୀ ୨୦୧୩ ରେ ସ୍ଵାମୀଜୀଙ୍କ ର ୧୫୦ ତମ ଜନ୍ମତିଥି ସାରା ଦୁନିଆ ରେ ପାଳନ କରାଯିବ ,ଏଥିପାଇଁ ସରକାରୀ ଓ ବେସରକାରୀ ସ୍ତର ରେ ଅନେକ ଆୟୋଜନ କରାଯାଉଅଛି । ଏହି ଲେଖାଟିକୁ ବଛା ଲେଖା କରି ଆମେ ଏହି ମହାନ ଭାରତୀୟ ବରପୁତ୍ରଙ୍କୁ ଶ୍ରଦ୍ଧାଞଳି ଦେବା ବୋଲି ମୁଁ ଆଶାକରେ । --ସୁକାନ୍ତ ସରକାର ୧୧:୪୮, ୧ ଅକ୍ଟୋବର ୨୦୧୨ (UTC)

ପ୍ରସ୍ତାବ ନିମନ୍ତେ ଧନ୍ୟବାଦ । ଦୟାକରି ଡିସେମ୍ବର ମାସର ଶେଷ ସପ୍ତାହରେ ଆସନ୍ତା ମାସର ବଛା ଲେଖା ଅନୁରୋଧ ପୃଷ୍ଠାରେ ଏହି ପ୍ରସଙ୍ଗଟିକୁ ଜାନୁଆରୀ ମାସର ବଛାଲେଖା କରିବା ନିମନ୍ତେ ମନୋନୟନ କରନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୪୦, ୧ ଅକ୍ଟୋବର ୨୦୧୨ (UTC)