Jump to content

ଆଲୋଚନା:ସୃଷ୍ଟିଶ୍ରୀ ନାଏକ

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ

ନାୟକ ନା ନାଏକ?

[ସମ୍ପାଦନା]

ଏହି ଲେଖିକା ଜଣଙ୍କର ଇଂରାଜୀ ନାମ Srushthishree Naik ଆଉ ସେହି ଅନୁସାରେ ତାଙ୍କ ନାମ ସୃଷ୍ଟିଶ୍ରୀ ନାଏକ ହେବା କଥା । ୨୦୨୧ ମସିହାରେ, ଓଡ଼ିଶା ସମ୍ବାଦରେ ପ୍ରକାଶିତ ଏକ ଖବର ଅନୁସାରେ ତାଙ୍କ ନାମ "ନାଏକ" ବୋଲି ଲେଖାଯାଇଛି । ଏମିତିକି ଆମାଜନ୍‌ରେ ଉପଲବ୍ଧ ଥିବା ତାଙ୍କ ବହିରେ ବି ତାଙ୍କ ନାମ ସୃଷ୍ଟିଶ୍ରୀ ନାଏକ ଲେଖାଯାଇଛି । ତେଣୁ, ସଠିକ୍ ନାମଟିକୁ ଘୁଞ୍ଚେଇ ଦେଲି । ଗପୁ (ମୋ ଆଲୋଚନା) ୧୭:୨୨, ୧୫ ମଇ ୨୦୨୫ (IST)Reply

ଭଲ କଲ ଗପୁ - ଧନ୍ୟବାଦ! Psubhashish (ମୋ ଆଲୋଚନା) ୧୮:୦୩, ୧୫ ମଇ ୨୦୨୫ (IST)Reply