ଆଲୋଚନା:ମ୍ୟୁଚୁଆଲ ଫଣ୍ଡ

Page contents not supported in other languages.
ଉଇକିପିଡ଼ିଆ‌ରୁ

ମ୍ୟୁଚୁଆଲ ଫଣ୍ଡ କମ୍ପାନୀଗୁଡ଼ିକର ନାମ ଯଥା HDFC, SBI, Reliance ଇତ୍ୟାଦିର ଉଦାହରଣ ଦେବା ଏଠାରେ ଠିକ ହେବ କି ? ମୁଁ ଭାବୁଛି ଠିକ ହବ ନାହିଁ, କିନ୍ତୁ ଉଦାହରଣ ଦେଲେ, ଅନେକ ଆର୍ଥିକ ଶବ୍ଦକୁ ଦୈନନ୍ଦିନ ଜୀବନରେ ଉପଯୋଗ କରିବା ବା ଯୋଡ଼ିବା ସହଜ ହୋଇପାରିବ । ଧନ୍ୟବାଦ । ସୌମେନ୍ଦ୍ର (ମୋ ଆଲୋଚନା) ୦୦:୩୫, ୩୦ ସେପ୍ଟେମ୍ବର ୨୦୧୮ (IST)[reply]