ଆଲୋଚନା:ମାସିକ ଧର୍ମଜନିତ ଛୁଟି
ନୂଆ ଯୋଡ଼ନ୍ତୁଦେଖଣା
Latest comment: ୧୦ ମାସ ପୂର୍ବେ by Hpsatapathy in topic ଅଲଗା ବିଷୟ
ଅଲଗା ବିଷୟ
[ସମ୍ପାଦନା]ମାସିକ ଧର୍ମ ଯଦି ମୂଳ ବିଷୟ ହୁଏ ମାସିକ ଧର୍ମଜନିତ ଛୁଟି ମୂଳ ବିଷୟର ଏକ ନୂତନ ଆଇନଗତ ଦିଗ ହୋଇପାରେ । ଉଭୟ ବିଷୟକୁ ଏକାକାର କଲାବେଳେ ମୂଳ ବିଷୟର ଆଲୋଚନା ହୋଇ ତାହାର ଏକ ଅଂଶ ଭାବେ ମାସିକ ଧର୍ମଜନିତ ଛୁଟି ସଜାଯାଇପାରିଥାନ୍ତା । ମୋ ମତରେ ବିଷୟର ଉଇକିକରଣ ଆବଶ୍ୟକ । ଏ ବିଷୟରେ ଅନ୍ୟମାନେ ମତ ଦେଲେ ଭଲ ହେବ ।
ଋତୁସ୍ରାବ ଓ ମାସିକ ଧର୍ମ ଏକାକାର କରାଯାଇପାରେ । Hpsatapathy (ମୋ ଆଲୋଚନା) ୧୬:୫୩, ୧୫ ମାର୍ଚ୍ଚ ୨୦୨୫ (IST)