ଆଲୋଚନା:ଭୁବନେଶ୍ୱର ସାର୍ବଜନିକ ପାଠାଗାର
ନୂଆ ଯୋଡ଼ନ୍ତୁଦେଖଣା
(ଆଲୋଚନା:ଭୁବନେଶ୍ବର ସାର୍ବଜନିକ ପାଠାଗାରରୁ ଲେଉଟି ଆସିଛି)
| ଏହା ଏକ ଆଲୋଚନା ଯେଉଁଠି ଆପଣ ପ୍ରସଙ୍ଗଟିକୁ ଉନ୍ନତ କରିପାରିବେ ଭୁବନେଶ୍ୱର ସାର୍ବଜନିକ ପାଠାଗାର page । | |||
|---|---|---|---|
|
|
||
ନାମ ସମ୍ବନ୍ଧୀୟ
[ସମ୍ପାଦନା]public library ର ଠିକ ଓଡ଼ିଆ ଅନୁବାଦ ସାର୍ବଜନୀକ ପାଠାଗାର ହେବ ନା' ସାର୍ବଜନୀନ ପାଠାଗାର ହେବ ?? ନା' ଅନ୍ୟ କିଛି ଠିକ ହେବ ??--ଶିତିକଣ୍ଠ (ଆଲୋଚନା) ୧୯:୪୫, ୧୧ ଫେବ୍ରୁଆରୀ ୨୦୧୩ (UTC)
- ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୮୪୪୬ ମତେ ଉଭୟ ଠିକ ହେବ :) --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୩:୦୩, ୧୨ ଫେବ୍ରୁଆରୀ ୨୦୧୩ (UTC)
ଠିକ ଅଛି ।--ଶିତିକଣ୍ଠ (ଆଲୋଚନା) ୧୭:୪୪, ୧୨ ଫେବ୍ରୁଆରୀ ୨୦୧୩ (UTC)
ସର୍ବସାଧାରଣ-ପାଠାଗାର ଶବ୍ଦର ବ୍ୟବହାର କଣ ଠିକ ହେବ ? ପବ୍ଲିକ ଲାଇବ୍ରେରୀ ଓ ପବ୍ଲିକ ଓ ସାଧାରଣ ପୁସ୍ତକାଳୟ --ଶିତିକଣ୍ଠ (ଆଲୋଚନା) ୧୭:୫୯, ୧୨ ଫେବ୍ରୁଆରୀ ୨୦୧୩ (UTC)