ଆଲୋଚନା:ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଠିକ ନାମ ବାବଦରେ ମତାମତ[ସମ୍ପାଦନା]

Archaeological Survey of India ର ଠିକ ନାଁ ଓଡ଼ିଆରେ କଣ ଦେବା "ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ" ନା "ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ବିଭାଗ" ନା କେବଳ "ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ" । --ଶିତିକଣ୍ଠ (ଆଲୋଚନା) ୧୯:୧୪, ୨୪ ଫେବୃଆରୀ ୨୦୧୩ (UTC)

ମୋ ମତରେ "ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ" ହେବା ଉଚିତ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୦୩, ୨୫ ଫେବୃଆରୀ ୨୦୧୩ (UTC)