ଆଲୋଚନା:ଦାସକାଠିଆ

Page contents not supported in other languages.
ଉଇକିପିଡ଼ିଆ‌ରୁ
(ଆଲୋଚନା:ଦାଶକାଠିଆରୁ ଲେଉଟି ଆସିଛି)

ଦାଶ ନାଁ ଦାସ?[ସମ୍ପାଦନା]

ମୋ ମତରେ ସବୁଠି ଦାସକାଠିଆ ବୋଲି ଲେଖାଯାଇଥାଏ, ଆମେ ପ୍ରଚଳିତ ଶବ୍ଦାବଳୀକୁ ନ ବଦଳେଇଲେ ଭଲ ହୁଅନ୍ତା । --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୦:୦୬, ୧୧ ଅପ୍ରେଲ ୨୦୧୩ (UTC)

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଦେଖିବା ପରେ ମୁଁ ବନାନ ବଦଳାଇ ପୃଷ୍ଠା ଘୁଞ୍ଚାଇଥିଲି, ତେବେ ବିକଳ୍ପ ବନାନ ନିମନ୍ତେ ମୋର କୌଣସି ଆପତ୍ତି ନାହିଁ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୧୫, ୧୨ ଅପ୍ରେଲ ୨୦୧୩ (UTC)