ଆଲୋଚନା:ଇଟର୍ବିଅମ

Page contents not supported in other languages.
ଉଇକିପିଡ଼ିଆ‌ରୁ

ହିନ୍ଦୀ, ବଙ୍ଗାଳୀ, କନ୍ନଡ, ଗୁଜୁରାଟୀ, ମରାଠୀ କେଉଁଥିରେ ବି ବଡ ଲେଖା ନାହିଁ । ଆମେ ଏମିତିରେ ବି ଏତେ ବଡ ଉଇକି ହେଇନାହୁଁ ଯେ ସବୁ ଛୋଟ ଲେଖା ଲିଭାଇବା । ପରେ କମ୍ୟୁନିଟି ବଡ ହେଲେ ଅନ୍ୟ କେହି ଆସିବେ ଯିଏ ଏ ଲେଖାକୁ ଆଗକୁ ନେବେ । ଏମିତି ବହୁତ ଉଦାହରଣ ଅଛି ଆମରି ଉଇକିରେ ।--Snip (ମୋ ଆଲୋଚନା) ୧୬:୧୯, ୧୨ ସେପ୍ଟେମ୍ବର ୨୦୨୦ (IST)[reply]

@Snip1:, ଏହି ପ୍ରସଙ୍ଗରେ କୌଣସି ବି ଲେଖା ନାହିଁ । ଉଇକିପିଡ଼ିଆର ନିୟମ ଅନୁସାରେ ଅତିକମରେ ମୌଳିକ ତଥ୍ୟ ରହିବା ଆବଶ୍ୟକ, ଯାହାକୁ ପଢ଼ିକି କୌଣସି ପାଠକ କଛି ଜାଣିପାରିବେ । କିନ୍ତୁ ଏହି ପ୍ରସଙ୍ଗ ଯଦ କେହି ଖୋଲିବେ, ତେବେ ସେ କୌଣସି ତଥ୍ୟ ପାଇବା ପରିବର୍ତ୍ତେ ଦ୍ୱନ୍ଦରେ ପଡ଼ିଯିବେ । ତେଣୁ ଏହି ପ୍ରସଙ୍ଗକୁ ନ ଲିଭେଇବାକୁ ହେଲେ, ଆଧାର ସହିତ ଅଧକ ତଥ୍ୟ ଯୋଡ଼ିପାରିବେ । -ଗପୁ (ମୋ ଆଲୋଚନା) ୧୭:୨୧, ୧୨ ସେପ୍ଟେମ୍ବର ୨୦୨୦ (IST)[reply]
ଉପକ୍ରମ ଭାଗରେ ଅଳ୍ପ ତଥ୍ୟ ରହିଛି ଏବଂ ଏହା ଅନ୍ୟ କିଛି ଉଇକି ସହ ତୁଳନୀୟ ।--Snip (ମୋ ଆଲୋଚନା) ୨୨:୪୩, ୧୨ ସେପ୍ଟେମ୍ବର ୨୦୨୦ (IST)[reply]