ଆଲୋଚନା:ଅର୍ଜୁନଙ୍କ ବିଷାଦ ଯୋଗ
ନୂଆ ଯୋଡ଼ନ୍ତୁଦେଖଣା
Latest comment: ୩ ମାସ ପୂର୍ବେ by ~2025-27497-86 in topic ଶ୍ରୀମଦ୍ଭଗବତ ଗୀତକୁ ରଖିବା ସପକ୍ଷରେ
ଶ୍ରୀମଦ୍ଭଗବତ ଗୀତକୁ ରଖିବା ସପକ୍ଷରେ
[ସମ୍ପାଦନା]ଯେଉଁମାନେ ଏହି ଲେଖାକୁ ଏଠାରୁ ହଟାଇବାକୁ ଚାହୁଁଛନ୍ତି ସେମାନେ ନିଶ୍ଚିତ ଭାବରେ ବିଧର୍ମି କିମ୍ବା ଷଡ଼ଯନ୍ତ୍ରକାରୀ ହୋଇଥିବେ । ମୁଁ ସେମାନଙ୍କୁ ଘୋର ନିନ୍ଦା କରୁଛି । ଏହା ଓଡ଼ିଆ ଲିପିରେ ଲେଖାଯାଇଛି ଏବଂ ଅନେକ ଲୋକ ପ୍ରତିଦିନ ଏହାର ଲାଭ ନେଇ ପାରୁଛନ୍ତି ।ଆମ ଧର୍ମ ଓ ସଂସ୍କୃତିର ବହାକ ଏହି ଶ୍ରୀମଦ୍ଭଗବତ ଗୀତକୁ କୌଣସି ପ୍ରକାରେ ହଟାଇବାକୁ ଚେଷ୍ଟା କରା ନ ଯାଉ।ଏତିକି ନିବେଦନ ।ଓଡ଼ିଶାର ଏକ ବିଶାଳ ଜଣ ସମୂହ ପ୍ରତିଦିନ ଏହାର ଲାଭ ପାଉଛନ୍ତି । ~2025-27497-86 (talk) ୦୮:୪୬, ୩ ଅକ୍ଟୋବର ୨୦୨୫ (IST)