ଆଲୋଚନା:ଅନୁର୍ବରତା

Page contents not supported in other languages.
ଉଇକିପିଡ଼ିଆ‌ରୁ
(ଆଲୋଚନା:ଅନୁବ୍ରରତାରୁ ଲେଉଟି ଆସିଛି)

ପ୍ରସଙ୍ଗ ବନାନ ଠିକ ଲାଗୁନି । "ଅନୁର୍ବରତା" ଲେଖିଲେ ଠିକ ହୁଅନ୍ତା ଭାବୁଛି । ସୁଧୀଜନେ ଦେଖିବେ ଟିକେ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୦୦, ୬ ଅଗଷ୍ଟ ୨୦୧୮ (IST)[reply]

ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା), ଆପଣ ଠିକ୍ ଲେଖିଛନ୍ତି । କିନ୍ତୁ କେଉଁ ଅର୍ଥରେ ଲେଖାହୋଇଛି ତାହା ଉପରେ ନିର୍ଭର କରେ । ଇଂରାଜୀରେ ଦୁଇଟି ଶବ୍ଦ ଅଛି: Sterility and infertility. ଜନ ସାଧାରଣ ଏହି ଦୁଇଟିକୁ ଏକା ଅର୍ଥରେ ପ୍ରାୟ ବ୍ୟବ‌ହାର କରନ୍ତି, କିନ୍ତୁ ଏ ଦୁଇଟି ସମ୍ପୁର୍ଣ୍ଣ ପୃଥକ୍ ।

infertility ଅର୍ଥ ବନ୍ଧ୍ୟା ଯେଉଁଥିରେ କୌଣସି କାରଣ ବଶତଃ ଗର୍ଭାଧାନ ହୋଇପାରୁନି କିନ୍ତୁ ହୋଇପାରିବ ।
Sterility ଅର୍ଥ ଗର୍ଭାଧାନ ଅସମ୍ଭବ । ଏହାକୁ ଅନୁର୍ବର କୁହାଯାଇପାରେ । --Subas Chandra Rout (ମୋ ଆଲୋଚନା) ୦୯:୩୧, ୨୮ ସେପ୍ଟେମ୍ବର ୨୦୧୮ (IST)[reply]