ଆଲିଫା ଅହମ୍ମଦ
ଦେଖଣା
ଆଲିଫା ଅହମ୍ମଦ | |
|---|---|
| ବିଧାୟିକା: ପଶ୍ଚିମ ବଙ୍ଗ ବିଧାନ ସଭା | |
| Assumed office ୨୩ ଜୁନ ୨୦୨୫ | |
| ପୂର୍ବ ଅଧିକାରୀ | ନସୀରଉଦ୍ଦୀନ ଅହମ୍ମଦ |
| ନିର୍ବାଚନ ମଣ୍ଡଳୀ | କାଳୀଗଞ୍ଜ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୪ ମାର୍ଚ୍ଚ ୧୯୮୭ କାଳୀଗଞ୍ଜ, ନଦୀଆ, ପଶ୍ଚିମ ବଙ୍ଗ |
| ରାଜନୀତିକ ଦଳ | ତୃଣମୂଳ କଂଗ୍ରେସ |
| ଜୀବନ ସାଥୀ | କବିରୁଲ ଇସଲାମ |
| ସନ୍ତାନ | ୧ |
| ଘର | କାଳୀଗଞ୍ଜ |
| ଶିକ୍ଷାନୁଷ୍ଠାନ | ବେଙ୍ଗଲ କଲେଜ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି |
| ପେଷା | ରାଜନୀତିଜ୍ଞ ଇଞ୍ଜିନିୟର୍ |
ଆଲିଫା ଅହମ୍ମଦ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ତୃଣମୂଳ କଂଗ୍ରେସର କର୍ମକର୍ତ୍ତା ଭାବରେ ପଶ୍ଚିମ ବଙ୍ଗ ରାଜନୀତିରେ ସକ୍ରିୟ ଅଛନ୍ତି । ୨୦୨୫ ମସିହାରେ ପଶ୍ଚିମ ବଙ୍ଗରେ ହୋଇଥିବା ଉପ-ନିର୍ବାଚନରେ, ସେ ୫୦,୦୦୦ରୁ ଅଧିକ ଭୋଟରେ ବିଜୟୀ ହୋଇ କାଳୀଗଞ୍ଜ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପଶ୍ଚିମ ବଙ୍ଗ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩][୪][୫][୬][୭]
ଶିକ୍ଷା
[ସମ୍ପାଦନା]ସେ ଦୁର୍ଗାପୁର ସ୍ଥିତ ବେଙ୍ଗଲ କଲେଜ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜିରୁ ବି.ଟେକ୍ କରିଥିଲେ । କୃଷ୍ଣନଗର ସ୍ଥିତ ହୋଲି ଫ୍ୟାମିଲି ସ୍କୁଲ୍ରୁ ସେ ତାଙ୍କ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ଶେଷ କରିଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]ସେ ରାଜନୀତିରେ ଯୋଗ ଦେବା ପୂର୍ବରୁ ପାକାପାଖି ୧୫ ବର୍ଷ ଧରି ଟାଟା କନ୍ସଲଟେନ୍ସି ସର୍ଭିସ୍ରେ କାମ କରିଥିଲେ । ୨୦୨୫ ମସିହାରେ, ସେ ପଶ୍ଚିମ ବଙ୍ଗ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଆଧାର
[ସମ୍ପାଦନା]- ↑ "Bengal Bypoll Result: TMC's Alifa Ahmed Sweeps Kaliganj By A Margin Of Over 50,000 Votes". news.abplive.com (in ଇଂରାଜୀ). 2025-06-23. Retrieved 2025-06-24.
- ↑ "ALIFA AHMED KALIGANJ : BYE ELECTION ON 19-06-2025 (NADIA) - Affidavit Information of Candidate". myneta.info. Retrieved 2025-06-23.
- ↑ "Kaliganj Bypoll Election Result 2025 LIVE: Alifa Ahmed of TMC Wins". News18. 2025-06-23. Retrieved 2025-06-23.
- ↑ "Assembly bypoll results highlights: Congress wins Nilambur; AAP wins a seat each in Gujarat, Punjab; Trinamool bags Bengal's Kaliganj; BJP retains Kadi in Gujarat" (in Indian English). The Hindu. 23 June 2025. Archived from the original on 23 June 2025. Retrieved 23 June 2025.
- ↑ "Kaliganj Bypoll Election Result 2025". Election Commission of India. 23 June 2025. Archived from the original on 23 June 2025. Retrieved 23 June 2025.
- ↑ "Trinamool Congress wins Kaliganj Assembly by-election, BJP sees silver lining" (in Indian English). The Hindu. 23 June 2025. Archived from the original on 24 June 2025. Retrieved 24 June 2025.
- ↑ "Kaliganj bypolls: TMC candidate Alifa Ahmed secures landslide victory against BJP's Ashish Ghosh; CM Mamata Banerjee expresses gratitude". The Times of India. 23 June 2025. Archived from the original on 24 June 2025. Retrieved 24 June 2025.