ଆର୍ଯ୍ୟନ ପଣ୍ଡିତ
ଦେଖଣା
ଆର୍ଯ୍ୟନ ପଣ୍ଡିତ | |
|---|---|
| ଜନ୍ମ | |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୨୦୧୫–ଏବେଯାଏଁ[୧] |
ଆର୍ଯ୍ୟନ ପଣ୍ଡିତ ଜଣେ ଭାରତୀୟ ଅଭିନେତା ଓ ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ଆକ୍ଟରରେ ସେ କାମ କରିଥିଲେ ।[୨] ଦହଲୀଜ ଧାରାବାହିକରେ ସେ ଅଭୟ ସିହ୍ନା ଭୂମିକାରେ ଅଭିନୟ କରିଥିଲେ ।
ଟେଲିଭିଜନ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା |
|---|---|---|
| ୨୦୧୦–୨୦୧୨ | ନା ଆନା ଇସ୍ ଦେଶ ଲାଡୋ | ରାଜବୀର ଅବତାର ସଙ୍ଗୱନ |
| ୨୦୧୩–୨୦୧୪ | ଆଖିର ବହୂ ଭି ତୋ ବେଟି ହୀ ହୈ | ସମର |
| ୨୦୧୪–୨୦୧୫ | ବକ୍ସ କ୍ରିକେଟ୍ ଲିଗ୍[୩] | ନିଜେ |
| ୨୦୧୬ | ଦହଲୀଜ | ଡିସିପି ଅଭୟ ସିହ୍ନା |
| ୨୦୧୬–୨୦୧୭ | ନାଗିନ ୨ | ରୋମିଲ ମାନବ ନିକାଞ୍ଚ |
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଆର୍ଯ୍ୟନ ପଣ୍ଡିତ ବାରଣାସୀ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରେ ତାଙ୍କର ପିଲାଦିନ କଟିଥିଲା । ସେ ମିଷ୍ଟର ଇଷ୍ଟର୍ଣ୍ଣ ୟୁପି ପ୍ରତିଯୋଗିତାରେ ରନର୍ଅପ୍ ହୋଇଥିଲେ ।[୪]
ଆଧାର
[ସମ୍ପାଦନା]- ↑ Pandit, Aryan (20 March 2014). "PICS: ये बनारसी छोरा बना 'ना आना इस देश लाडो' से सुपर स्टार" [Pics: This Banarasi boy became a superstar with 'Na Aana Is Desh Laado' | serial star Aryan Pandit interview]. Dainik Bhaskar (Interview) (in ହିନ୍ଦୀ). Retrieved 28 November 2022.
- ↑ Pandit, Aryan (22 October 2013). "Tellychakkar.com gets chatty with Aryan Pandit" (Interview) (in ଇଂରାଜୀ). Retrieved 28 November 2022.
- ↑ "Launch of BCL". santabanta.com (in ଇଂରାଜୀ). 21 October 2014. Archived from the original on 18 December 2014.
- ↑ Pandit, Aryan (22 December 2013). "I had run away from my house to participate in Indian Idol: Aryan Pandit". Tellychakar.com (Interview) (in ଇଂରାଜୀ).
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆର୍ଯ୍ୟନ ପଣ୍ଡିତ