ଆରତୀ ପୁରି
ଦେଖଣା
ଆରତୀ ପୁରି | |
|---|---|
| ଜନ୍ମ | ୮ ଜାନୁଆରୀ ୧୯୮୫ |
| ଜାତୀୟତା | ଭାରତୀୟ |
| ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ୍ |
| ସକ୍ରିୟ ବର୍ଷ | ୧୯୯୯−ଏବେଯାଏଁ |
ଆରତୀ ପୁରି (ଜନ୍ମ: ୮ ଜାନୁଆରୀ ୧୯୮୫)[୧] ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ, ହିନ୍ଦୀ କଥାଚିତ୍ର ଓ ତେଲୁଗୁ କଥାଚିତ୍ର ଆଦିରେ କାମ କରନ୍ତି । ମଧୁବାଲା - ଏକ୍ ଇସ୍କ ଏକ୍ ଜୁନୁନ୍ ଧାରାବାହିକରେ ସେ ତ୍ରିଷ୍ଣା ଭୂମିକରେ ଅଭିନୟ ପାଇଁ ଜଣାଶୁଣା ।[୨] ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ବିହାରରେ ସେ ଦେସ୍ୱା ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ପୁରି ଆଞ୍ଚଳିକ ସିନେମାରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ତା’ପରେ ଛୋଟ ପରଦାକୁ ଯାଇଥିଲେ । ସେ ଜଣେ ମଡେଲ ଭାବରେ ୧୦୦ରୁ ଅଧିକ ପଞ୍ଜାବୀ ଭିଡିଓରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ମଧୁବାଲା - ଏକ୍ ଇସ୍କ ଏକ୍ ଜୁନୁନ୍ ନାମକ ଏକ ଧାରାବାହିକରେ କାମ କରିଥିଲେ ।[୩] ୧୯୯୯ ମସିହାରେ, ସେ ରାକେଶ କପୁରଙ୍କ ସହି ପାହାଡ଼ୋ କେ ଦନମ ମେଁରେ କାମ କରିଛନ୍ତି ।
ଟେଲିଭିଜନ
[ସମ୍ପାଦନା]- ୨୦୧୨–୨୦୧୩ ମଧୁବାଲା - ଏକ୍ ଇସ୍କ ଏକ୍ ଜୁନୁନ୍ (ତ୍ରିଷ୍ଣା ବଲରାଜ ଚୌଧୁରୀ ଭାବରେ)
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ଭାଷା |
|---|---|---|---|
| ୨୦୦୪ | ମିଷ୍ଟିରିଅସ୍ ସକ୍ | ସିମ୍ରନ | ହିନ୍ଦୀ |
| ୨୦୦୫ | ନାଲାୟକ | ପଞ୍ଜାବୀ | |
| ୨୦୦୮ | ଲାଖ୍ ପଡ଼ୋଶୀ ହୋଇୟେ | ||
| ୨୦୧୦ | ମୁସା: ଦି ମୋଷ୍ଟ ୱାଣ୍ଟେଡ୍ | ହିନ୍ଦୀ | |
| ଦମ୍ମୁନ୍ନୋଡୁ | ତେଲୁଗୁ | ||
| ଖିଚ୍ ଘୁଗି ଖିଚ୍ | ପଞ୍ଜାବୀ | ||
| ୨୦୧୧ | ଦେସ୍ୱା | ଭୋଜପୁରୀ | |
| ୨୦୧୩ | ରମୈୟା ବସ୍ତାବୈୟା | ଗୌରୀ | ହିନ୍ଦୀ |
| ୨୦୧୪ | ଆକ୍ସନ୍ ଜାକ୍ସନ୍ | ହିନ୍ଦୀ | |
| ୨୦୧୫ | ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ବିହାର | ହିନ୍ଦୀ | |
| ଆଡାମ୍ ଲୋ ଦେୟାମ୍ | ତେଲୁଗୁ | ||
| ପ୍ଲସ୍ ୱାନ୍ +୧ | ତେଲୁଗୁ | ||
| ୨୦୧୮ | ଏମ୍ଏଲ୍ଏ | ||
| ୨୦୨୪ | ଗବ୍ରୁ ଗ୍ୟାଙ୍ଗ୍ | ବୁଲ୍ବୁଲ୍ | ହିନ୍ଦୀ |
ଆଧାର
[ସମ୍ପାଦନା]- ↑ "Arthi Puri celebrates her birthday today!". tv.dakshanews.com/. 8 January 2013. Archived from the original on 10 April 2013. Retrieved 23 March 2013.
- ↑ "Aarthi Puri Joins 'Madhubala' Cast". MovieTalkies.com. 29 May 2012. Archived from the original on 18 June 2015. Retrieved 29 May 2012.
- ↑ "Aarti Puri in Prabhudheva's next film". The Times of India. 15 October 2012. ISSN 0971-8257. Retrieved 29 July 2023.