ଆବେମାସିକ୍ଲିବ
| Clinical data | |
|---|---|
| Pronunciation | /ʌˌbɛməˈsaɪklɪb/ u-BEM-ə-SY-klib |
| Trade names | Verzenio, Verzenios, Ramiven, Zenlistik, others |
| Synonyms | LY2835219 |
| AHFS/Drugs.com | monograph |
| data |
|
| Routes of administration | By mouth (tablets) |
| Legal status | |
| Legal status |
|
| Pharmacokinetic data | |
| Bioavailability | 45% |
| Protein binding | 96.3% |
| Elimination half-life | 18.3 hrs |
| Excretion | 81% via feces, 3% via urine |
| Identifiers | |
| |
| ECHA InfoCard | 100.233.787 |
| Chemical and physical data | |
| Formula | C27H32F2N8 |
| Molar mass | ୫୦୬.୬୧ g·mol−1 |
| 3D model (JSmol) | |
| |
| |
ଆବେମାସିକ୍ଲିବ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଭର୍ଜେନିଓ, ଏକ ଔଷଧ ଯାହା ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ନିର୍ଦ୍ଦିଷ୍ଟ ଭାବରେ ଏହା ଅଗ୍ରଣୀ ରୋଗଗୁଡ଼ିକ ପାଇଁ ବ୍ୟବହୃତ ହୁଏ ଯାହା ଏଚ ଆର (HR) ପଜିଟିଭ୍ କିନ୍ତୁ ଏଚ ଇ ଆର୨ (HER2) ପାଇଁ ଦିଆଯାଏ । [୨] ଏହା ପାଟିରେ ଦିଆଯାଏ । [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ବାନ୍ତି, ସଂକ୍ରମଣ, ଥକାପଣ, କେଶ ଝଡ଼ିବା ଏବଂ କମ୍ ପ୍ଲାଲେଟ୍ ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, ଯକୃତ ସମସ୍ୟା ଏବଂ ରକ୍ତ ଜମାଟ ବାନ୍ଧିପାରେ । [୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ । [୫] ଏହା ଏକ ସିଡିକେ୪ (CDK4) ଇନହିବିଟର ଏବଂ ସିଡିକେ୪ ଓ ସିଡିକେ୬ (CDK6)ର କାର୍ଯ୍ୟକଳାପକୁ ଅବରୋଧ କରିଥାଏ । [୧]
୨୦୧୭ରେ ଆମେରିକାରେ ଏବଂ ୨୦୧୮ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆବେମାସିକ୍ଲିବ ଅନୁମୋଦିତ ହୋଇଥିଲା। [୧] [୪] ଯୁକ୍ତରାଜ୍ୟରେ ୪ ସପ୍ତାହର ଔଷଧ ମୂଲ୍ୟ ୨୦୨୧ରେ ୨୯୫୦ ପାଉଣ୍ଡ ଥିଲା । [୩] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୧୩,୭୦୦ ଡଲାର ଥିଲା । [୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Verzenios". Archived from the original on 3 June 2021. Retrieved 13 January 2022.
- ↑ "Verzenios". Archived from the original on 3 June 2021. Retrieved 13 January 2022.
- ↑ ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1010. ISBN 978-0857114105.
- ↑ ୪.୦ ୪.୧ "DailyMed - VERZENIO- abemaciclib tablet". dailymed.nlm.nih.gov. Archived from the original on 13 May 2021. Retrieved 13 January 2022.
- ↑ ୫.୦ ୫.୧ "DailyMed - VERZENIO- abemaciclib tablet". dailymed.nlm.nih.gov. Archived from the original on 13 May 2021. Retrieved 13 January 2022.
- ↑ "Verzenio Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 13 January 2022.