ଆବାମେଟାପିର
| Clinical data | |
|---|---|
| Trade names | Xeglyze |
| Synonyms | Ha44 |
| AHFS/Drugs.com | monograph |
| data |
|
| Routes of administration | Topical |
| Legal status | |
| Legal status |
|
| Pharmacokinetic data | |
| Protein binding | 91.3–92.3% |
| Metabolism | CYP1A2 |
| Metabolites | Hydroxyl and carboxyl derivatives |
| Elimination half-life | 21 hours |
| Identifiers | |
| |
| ECHA InfoCard | 100.157.434 |
| Chemical and physical data | |
| Formula | C12H12N2 |
| Molar mass | ୧୮୪.୨୪ g·mol−1 |
| 3D model (JSmol) | |
| |
| |
ଆବାମେଟାପିର (ଇଂରାଜୀ ଭାଷାରେ Abametapir), ଜେଗ୍ଲିଜେ (Xeglyze) ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମୁଣ୍ଡ ଉକୁଣୀ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଅତିକମରେ ଛଅ ମାସ ବୟସର ହୋଇଥିବା ବ୍ୟକ୍ତିଙ୍କଠାରେ ଏହା ବ୍ୟବହାର କରାଯାଇପାରିବ ।[୧] ଏହା କେଶ ଏବଂ ଖପୁରୀ ଆବରଣରେ ପ୍ରୟୋଗ କରାଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମର ଲାଲ ରଙ୍ଗ, ରାସ, ଜ୍ୱାଳା, ବାନ୍ତି, ଆଖି ଉତ୍ତେଜନା, ଗଲୁ ଏବଂ କେଶ ରଙ୍ଗ ପରିବର୍ତ୍ତନ ହୋଇପାରେ ।[୧] ଏହା ପାଟିରେ ଦେଲେ ବେଞ୍ଜାଇଲ ଆଲକୋହୋଲ ବିଷକ୍ରିୟା ହୋଇପାରେ ।[୧] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୧] ଏହା ଏକ ମେଟାଲୋପ୍ରୋଟିନେଜ ପ୍ରତିରୋଧକ ।[୧]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଆବାମେଟାପିର ଅନୁମୋଦନ କରାଯାଇଥିଲା ।[୧] ୨୦୨୨ ସୁଦ୍ଧା ବ୍ରିଟେନ କିମ୍ବା ୟୁରୋପରେ ଏହା ଅନୁମୋଦିତ ହୋଇନଥିଲା ।[୨] ୨୦୨୨ ସୁଦ୍ଧା ଏହା ଆମେରିକାରେ ବ୍ୟବସାୟିକ ସୂତ୍ରରେ ଉପଲବ୍ଧ ହୋଇନଥିଲା ।[୩] [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "DailyMed - XEGLYZE- abametapir lotion". dailymed.nlm.nih.gov. Archived from the original on 9 December 2021. Retrieved 3 November 2022.
- ↑ ୨.୦ ୨.୧ "Abametapir". SPS - Specialist Pharmacy Service. 8 November 2016. Archived from the original on 19 October 2021. Retrieved 3 November 2022.
- ↑ Sunder, Meera (July 2022). "Abametapir 0.74% (Xeglyze) for the Treatment of Head Lice". American Family Physician. pp. 91–92. Archived from the original on 23 July 2022. Retrieved 3 November 2022.