ଆନ୍ଧ୍ର ପ୍ରଦେଶ କଂଗ୍ରେସ କମିଟି
ଆନ୍ଧ୍ର ପ୍ରଦେଶ କଂଗ୍ରେସ କମିଟି , ଆନ୍ଧ୍ର ପ୍ରଦେଶରେ ସେବାଗତ ଭାରତୀୟ ଜାତୀୟ କଂଗ୍ରେସର ମୁଖ୍ୟ ସାଖା। ଏନ.ରଘୁବିରା ରେଡ୍ଡି ଆନ୍ଧ୍ର ପ୍ରଦେଶ କଂଗ୍ରେସ କମିଟିର ଅଧକ୍ଷ୍ୟ।
ବିଧାନ ସଭା ନିର୍ବାଚନ ଇତିହାସ[ସମ୍ପାଦନା]
ମୂଳ ସିଟ ସଂଖ୍ୟା ୨୯୪।[୧]
ବର୍ଷ | ନିର୍ବାଚନ | ଜିତିଥିବା ସିଟ | ଭୋଟ |
---|---|---|---|
୧୯୮୩ | ୬୦ | ୩୩.୫୮% | |
୧୯୮୫ | 8th Assembly | ୫୦ | ୩୭.୨୫% |
୧୯୮୯ | 9th Assembly | ୧୮୧ | ୪୭.୦୯% |
୧୯୯୪ | 10th Assembly | ୨୬ | ୩୩.୮୫% |
୧୯୯୯ | 11th Assembly | ୯୧ | ୪୧.୬୧% |
୨୦୦୪ | 12th Assembly | ୧୮୫ | ୩୮.୫୬% |
୨୦୦୯ | 13th Assembly.[୨] | ୧୫୬ | ୩୬.୫୬% |
୨୦୧୪ | 14th Assembly.[୩] | ୦ | ୨.୫୬% |