Jump to content

ଆନାକଲେସ

ଉଇକିପିଡ଼ିଆ‌ରୁ
ଆନାକଲେସ
Clinical data
Trade namesNexobrid
SynonymsAnacaulase-bcdb, concentrate of proteolytic enzymes enriched in bromelain[]
AHFS/Drugs.commonograph
data
Routes of
administration
Topical
Legal status
Legal status
Pharmacokinetic data
BioavailabilityDepends on wound surface and depth
Protein binding~50% (bromelain)
Elimination half-life11.7±3.5 (8.5–19.9) hrs
Identifiers
ECHA InfoCard100.029.599 Edit this at Wikidata

ଆନାକଲେସ (ଇଂରାଜୀ ଭାଷାରେ Anacaulase), ନେକ୍ସୋବ୍ରିଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଦଗ୍ଧ ନିମନ୍ତେ ବ୍ୟବହୃତ ଏକ ଔଷଧ ।[] ନିର୍ଦ୍ଦିଷ୍ଟ ଭାବରେ ଗଭୀର ଆଂଶିକ-ଘନତା ଏବଂ ପୂର୍ଣ୍ଣ-ଘନତା ପୋଡି ଯାଇଥିବା ମୃତ ତନ୍ତୁ ବାହାର କରିବାରେ ସାହାଯ୍ୟ କରିବା ପାଇଁ ବ୍ୟବହୃତ ହୁଏ ।[] ଚର୍ମର ପ୍ରଭାବିତ ଅଞ୍ଚଳରେ ଏହା ପ୍ରୟୋଗ କରାଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର ଏବଂ ଗଲୁ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ୍, ଯନ୍ତ୍ରଣା ଏବଂ ଅନ୍ୟ ତନ୍ତୁରେ ଆଘାତ ସମେତ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଏହା ବ୍ରୋମେଲେନ ସମୃଦ୍ଧ ଗାଢ଼ ପ୍ରୋଟିଓଲାଇଟିକ୍ ଏନଜାଇମ ।[]

୨୦୧୨ ମସିହାରେ ୟୁରୋପରେ ଏବଂ ୨୦୨୨ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଆନାକଲେସ ଅନୁମୋଦିତ ହୋଇଥିଲା। [] [] ଏହା ଧନିଆ ପତ୍ରର ଡେମ୍ଫରୁ ତିଆରି ।[] ଏହା ୨୦୨୩ ମଧ୍ୟଭାଗ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଉପଲବ୍ଧ ହେବାର ଆଶା ଥିଲା ।[] ଯୁକ୍ତରାଜ୍ୟରେ ଏହା ୨୦୨୨ ସୁଦ୍ଧା ମୂଲ୍ୟବାନ ଔଷଧ ଭାବରେ ତାଲିକାଭୁକ୍ତ ହୋଇଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ଆଧାର ଭୁଲ: ଅଚଳ <ref> ଚିହ୍ନ; EPAR2023 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ୨.୦ ୨.୧ ୨.୨ ୨.୩ ୨.୪ ଆଧାର ଭୁଲ: ଅଚଳ <ref> ଚିହ୍ନ; PI2023 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. "Specialty Pipeline Monthly Update: January 2023". Prime Therapeutics LLC. Archived from the original on 27 January 2023. Retrieved 11 April 2023.
  4. "High Cost Drug Manual (K&M Health Economy NTE Drugs Manual)". www.eastkentformulary.nhs.uk. Archived from the original on 8 March 2023. Retrieved 12 April 2023.