ଆଣ୍ଡ୍ରଏଡ଼ ଓ

ଉଇକିପିଡ଼ିଆ ରୁ
Jump to navigation Jump to search

ଆଣ୍ଡ୍ରଏଡ଼ ଓ ହେଉଛି ଗୁଗଲର ଏକ ମୋବାଇଲ ଅପରେଟିଙ୍ଗ ସିଷ୍ଟମ । ଏହା ପ୍ରଥମ କରି ଡେଭେଲପର ଟେଷ୍ଟ ଉପଲକ୍ଷେ ମଇ ୧୭, ୨୦୧୭ରେ ଉନ୍ମୋଚିତ ହୋଇଥିଲା ଏବଂ ଜୁନ ୮ ତାରିଖରେ ବେଟା ଟେଷ୍ଟଇଙ୍ଗରେ ଆସିଥିଲା । ଏହାପରେ ଅଗଷ୍ଟ ୨୧, ୨୦୧୭ ମସିହାରେ ଏହା ନିଜର ପୂର୍ଣ୍ଣ ରୂପରେ, ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ସମୟରେ ବିଶ୍ୱ ବସୀଙ୍କ ପାଇଁ ଉନ୍ମୋଚନ ହୋଇଥିଲା ।