ଆଠଗଡ଼ ଗଡ଼ଜାତ ରାଜ୍ୟ

Coordinates: 20°32′N 85°37′E / 20.53°N 85.62°E / 20.53; 85.62
ଉଇକିପିଡ଼ିଆ‌ରୁ

ଆଠଗଡ଼଼ ଇଂରେଜ ଶାସନ ସମୟର ଏକ ଗଡ଼ଜାତ/ଦେଶୀୟ ରାଜ୍ୟ । ଏହି ରାଜ୍ୟ ଶ୍ରୀ କରଣ ନିଳାଦ୍ରୀ ବେବର୍ତ୍ତା ପଟନାଏକଙ୍କଦ୍ୱାରା ଖ୍ରୀ.ଅ. ୧୧୭୮ରେ ସ୍ଥାପିତ ହୋଇଥିଲା । ଏହାର ରାଜଧାନୀ ଆଠଗଡ଼ ସହର ଥିଲା । ଏହା ୧୯୫୦ ମସିହାରେ ଭାରତ ସହିତ ମିଶିଥିଲା । ୧୯୪୯ ମସିହାରେ ଆଠଗଡ଼ କଟକ ଜିଲ୍ଲାର ଅନ୍ତର୍ଭୁକ୍ତ ହୋଇଥିଲା ।

ଇତିହାସ[ସମ୍ପାଦନା]

ଏହି ରାଜ୍ୟର ପ୍ରତିଷ୍ଠାତା କରଣ ଜାତିର କରଣ ନାରାୟଣ ବାଓତ୍ତ ପଟ୍ଟନାୟକ | ଆଠଗଡର ରଜଗୁରୁ ଗଡ (ରାଣୀ ମହଲ) ନିକଟରେ ବାସ କରନ୍ତି | ବ୍ରିଟୀଶ୍ ଶାସନ କାଳରେ ଆଠଗଡ ଓଡ଼ିଶାର ପ୍ରତିକ୍ରିୟାଶୀଳ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ ଥିଲା |

ଆଠଗଡର ଶାସକ[ସମ୍ପାଦନା]

  • ୧୬୮୧ - ୧୭୦୯ କରଣ ନାରାୟଣ ବାଓତ୍ତ ପଟ୍ଟନାୟକ
  • ୧୭୦୯ - ୧୭୪୧ କରଣ ରାମ କୃଷ୍ଣ ବାଓତ୍ତ ପଟ୍ଟନାୟକ
  • ୧୭୪୧ - ୧୭୭୧ କରଣ ଦେବିଆ ସିଂହ ବାଓତ୍ତ ପଟ୍ଟନାୟକ
  • ୧୭୭୧ - ୧୮୨୧ କରଣ ଗୋପିନାଥ ବାଓତ୍ତ ପଟ୍ଟନାୟକ
  • ୧୮୨୧ - ୧୮୨୫ କରଣ କୃଷ୍ଣ ଚନ୍ଦ୍ର ବାଓତ୍ତ ପଟ୍ଟନାୟକ
  • ୧୮୨୫ - ୧୮୩୭ କରଣ ରାମ ଚନ୍ଦ୍ର ବାଓତ୍ତ
  • ୧୮୩୭ - ୧୮୬୨ କରଣ ଭୁବନେଶ୍ୱର ବାଓତ୍ତ ପଟ୍ଟନାୟକ
  • ୧୮୬୨ - ୧୮୬୯ କରଣ ଜଗୁନାଥ ବାଓତ୍ତ ପଟ୍ଟନାୟକ ୨ (୧୮୬୯)
  • ୧୮୬୯ - ୧୮୯୩ କରଣ ଭାଗିରଥି ବାଓତ୍ତ ପଟ୍ଟନାୟକ (୧୮୪୪ - ୧୮୯୩)
  • ୧୮୯୩ - ୨୫ ଜାନୁଆରୀ ୧୮୯୬ କରଣ ରଘୁନାଥ ବାଓତ୍ତ ପଟ୍ଟନାୟକ (୧୮୬୫ - ୧୮୯୬)
  • ୨୫ ଜାନୁଆରି ୧୮୯୬ – ୨୨ ଜୁନ୍ ୧୯୧୮ କରଣ ବିଶ୍ୱନାଥ ବାଓତ୍ତ ପଟ୍ଟନାୟକ (୧୮୮୫ - ୧୯୧୮)
  • ୨୫ ଜାନୁଆରି ୧୮୯୬ - ୧୯୦୮ .... -ଉତ୍ତରାଧିକାରୀମାନେ
  • ୨୨ ଜୁନ୍ ୧୯୧୮ – ୧୫ ଅଗଷ୍ଟ ୧୯୪୭ କରଣ ରଘୁନାଥ ବାଓତ୍ତ ପଟ୍ଟନାୟକ (୧୯୦୯ - ....)
  • ୨୨ ଜୁନ୍ ୧୯୧୮ - ୫ ସେପ୍ଟେମ୍ବର ୧୯୩୨ .... -ଉତ୍ତରାଧିକାରୀମାନେ[୧]

ଆଧାର[ସମ୍ପାଦନା]

20°32′N 85°37′E / 20.53°N 85.62°E / 20.53; 85.62 ଛାଞ୍ଚ:Princely states of the Eastern States Agency

ଛାଞ୍ଚ:India-hist-stub ଛାଞ୍ଚ:Cuttack-geo-stub