ଆଞ୍ଚଳିକ ଋଂ ରୋଡ , ହାଇଦରାବାଦ

ଉଇକିପିଡ଼ିଆ ରୁ
Jump to navigation Jump to search

ଛାଞ୍ଚ:Road marker

Regional Ring Road
Route information
Length:288 km (୧୭୯ mi)
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଆଞ୍ଚଳିକ ଋଂ ରୋଡ , ହାଇଦରାବାଦ ଭାରତୀୟ ରାଜ୍ୟ ତେଲେଙ୍ଗନାର ହାଇଦରାବାଦ ସହର ଭିତରେ ଥିବା 90 ମିଟର ପ୍ରଶସ୍ତ ଏକ ରୋଡ । ଏହା 288 କିଲୋମିଟର ଦୀର୍ଘ । ଏହାକୁ ପୂର୍ବରୁ ଥିବା ସହରାଞ୍ଚଳ  ରୋଡର ଭିଡ କମ କରିବାକୁ ଓ ବିଭିନ୍ନ ରାସ୍ତା ସହ ସଂଯୋଗୀକରଣ ପାଇଁ ଯୋଜନା କରାଯାଇ ନିର୍ମିତ ହେଇଛି । ଏହି ରୋଡଦ୍ୱାରା ହାଇଦରାବାଦର ନିକଟସ୍ଥ ଜିଲ୍ଲା ସମୂହ ସହ ହାଇଦରାବାଦର ସଂଯୋଗକୁ ସରଳୀକରଣ କରାଯିଛି । ଏହା ଆଡବାର ଜାତୀୟ ରାଜପଥ 65,44 , 163 ଓ 765କୁ ଯୋଡା ଯାଇପାରିଛି । 

ଏହି ରାସ୍ତାଦ୍ୱାରା ସଂଯୁକ୍ତ ହେଇଥିବା ମୁଖ୍ୟ ସହର ସବୁ [ସମ୍ପାଦନା]

ଏହି ରାସ୍ତା ହେବାଦ୍ୱାରା ସଙ୍ଗାରେଡ୍ଡି , ଭୁବନଗରୀ , ମେହବୁବନଗର , ରଙ୍ଗା ରେଡ୍ଡୀ , ଇବରହିମପାଟନା , ବରଗଳ , ନରସାପୁର ଆଦି ସହର ସଂଯୁକ୍ତ ହେଇପାରିଛି । 

ପୁନଶ୍ଚ ଦେଖଣା[ସମ୍ପାଦନା]

  • Unified Metropolitan Transportation Authority, Hyderabad (India)
  • Inner Ring Road, Hyderabad
  • Radial Roads, Hyderabad (India)
  • Elevated Expressways in Hyderabad
  • Intermediate Ring Road, Hyderabad (India)
  • Outer Ring Road, Hyderabad

ଆଧାର ସମୂହ [ସମ୍ପାଦନା]