ଆକ୍ଲିଡିନିଅମ
![]() | |
Clinical data | |
---|---|
Trade names | Bretaris Genuair, Eklira Genuair, Tudorza Pressair |
Synonyms | Aclidinium bromide |
AHFS/Drugs.com | monograph |
data |
|
Routes of administration | Inhalation |
Legal status | |
Legal status |
|
Pharmacokinetic data | |
Bioavailability | <5% (in system) 30% (in lung) |
Metabolism | Ester hydrolysis |
Elimination half-life | 2–3 hrs |
Duration of action | >24 hrs |
Excretion | 65% urine, 33% faeces |
Identifiers | |
| |
Chemical and physical data | |
Formula | C26H30BrNO4S2 |
Molar mass | ୫୬୪.୫୫ g·mol−1 |
3D model (JSmol) | |
| |
| |
(verify) |
ଆକ୍ଲିଡିନିଅମ ହେଉଛି କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ (COPD)ର ରକ୍ଷଣାବେକ୍ଷଣ ଚିକିତ୍ସା ପାଇଁ ହେଉଛି ଏକ ଔଷଧ ।[୧] ଏହା ଜୀବନଚର୍ଯ୍ୟାରେ ଉନ୍ନତି ଆଣି ଡାକ୍ତରଖାନାରେ ଭର୍ତ୍ତି ହେବା ପ୍ରତିରୋଧ କରିପାରେ; କିନ୍ତୁ ମୃତ୍ୟୁ ବିପଦ କିମ୍ବା ଷ୍ଟେରଏଡ ଆବଶ୍ୟକତା ଉପରେ ପ୍ରଭାବ ପକାଇବ ନାହିଁ ।[୨] ଏହା ଟାଇମାଟ୍ରୋପିୟମ୍ କିମ୍ବା ଲାମା (LAMA) ଶ୍ରେଣୀର ଅନ୍ୟ ଔଷଧଠାରୁ ଭିନ୍ନ କି ନୁହେଁ ତାହା ଅସ୍ପଷ୍ଟ ଅଛି ।[୨] ଏହା ଏକ ଶୁଖିଲା ପାଉଡର ଓ ଆଘ୍ରାଣଦ୍ୱାରା ବ୍ୟବହୃତ ହୁଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, କାଶ ଏବଂ ନାକ ଏବଂ ଗଳାର ପ୍ରଦାହ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବ୍ରୋଙ୍କୋସ୍ପାଜ୍ମ ଏବଂ ମୂତ୍ର ଧାରଣ ଅନ୍ତର୍ଭୁକ୍ତ ହୋଇପାରେ ।[୩] [୧] ଏହା ଏକ ଦୀର୍ଘକାଳୀନ କାର୍ଯ୍ୟ କରୁଥିବା ମସ୍କାରିନିକ୍ ବିରୋଧୀ (LAMA) ଔଷଧ ।[୧]
୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଆକ୍ଲିଡିନିୟମ୍ ଅନୁମୋଦିତ ହୋଇଥିଲା ।[୧] ଟାଓଟ୍ରୋପିଅମର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି।[୪] ଯୁକ୍ତରାଜ୍ୟରେ ଏକ ମାସ ଖର୍ଚ୍ଚର ମୂଲ୍ୟ ପ୍ରାୟ ୩୩ ପାଉଣ୍ଡ | [୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୫୬୦ ଡଲାର ଅଟେ ।[୫] ଏହା ଫର୍ମୋଟେରୋଲ ସହିତ ଏକତ୍ର ମଧ୍ୟ ଉପଲବ୍ଧ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ଆଧାର ଭୁଲ: ଅଚଳ
<ref>
ଚିହ୍ନ;AHFS2021
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୨.୦ ୨.୧ Ni, H; Soe, Z; Moe, S (2014). "Aclidinium bromide for stable chronic obstructive pulmonary disease". The Cochrane Database of Systematic Reviews (9): CD010509. doi:10.1002/14651858.CD010509.pub2. PMID 25234126.
- ↑ ୩.୦ ୩.୧ ୩.୨ ଆଧାର ଭୁଲ: ଅଚଳ
<ref>
ଚିହ୍ନ;BNF80
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
- ↑ "Aclidinium Prices, Coupons & Savings Tips - GoodRx". GoodRx. Retrieved 15 July 2021.