ଅହଲ୍ୟା (ଓଡ଼ିଆ କଥାଚିତ୍ର)
ଦେଖଣା
| ଅହଲ୍ୟା | |
|---|---|
| ନିର୍ଦ୍ଦେଶକ | ବିଜୟ କେତନ ମିଶ୍ର |
| ପ୍ରଯୋଜକ | ଆରତି ସାହୁ |
| କାହାଣୀ | ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ |
| କଳାକାର | ହେମନ୍ତ ଦାସ ମିହିର ଦାସ ତନୁଜା ନାୟକ ଦୀପ୍ତି ପଣ୍ଡା |
| ସଙ୍ଗୀତ | ରଘୁନାଥ ପାଣିଗ୍ରାହୀ |
| ଚିତ୍ରଗ୍ରହଣ | ଯୁଗଳ ଦେବତା |
| ସମ୍ପାଦକ | ଅଶୋକ ଶର୍ମା |
ମୁକ୍ତିଲାଭ ତାରିଖ | ୧୯୯୮ |
| ଦେଶ | |
| ଭାଷା | ଓଡ଼ିଆ |
ଅହଲ୍ୟା, ୧୯୯୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆରତି ସାହୁ । ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୧] ବିଜୟ କେତନ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ହେମନ୍ତ ଦାସ, ମିହିର ଦାସ, ତନୁଜା ନାୟକ, ଦୀପ୍ତି ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାର ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରଘୁନାଥ ପାଣିଗ୍ରାହୀ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|
ଆଧାର
[ସମ୍ପାଦନା]- ↑ "ଜୀବନରେ ସଂଘର୍ଷରୁ ପାଇଛି ଆନନ୍ଦ". No. ନିତିଦିନ ୧୦ ସେପ୍ଟେମ୍ବର ୨୦୨୦. ନିତିଦିନ. Archived from the original on 2020-09-11. Retrieved 02 December September 2020.
{{cite news}}: Check date values in:|accessdate=(help) - ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅହଲ୍ୟା