ଅହମିୟା ଉଇକିପିଡ଼ିଆ
ଦେଖଣା
| Wikipedia-logo-v2-as.svg ଅହମିୟା ଉଇକିପିଡ଼ିଆ ଲୋଗୋ | |
| ୟୁ.ଆର.ଏଲ | as |
|---|---|
| ବ୍ୟବସାୟିକ | ନାହିଁ |
| ସାଇଟର ପ୍ରକାର | Internet encyclopedia project |
| ରେଜେଷ୍ଟ୍ରିକରଣ | Optional |
| ମିଳୁଥିବା ଭାଷା | ଅହମିୟା |
| କଣ୍ଟେଣ୍ଟ ଲାଇସେନ୍ସ | Creative Commons Attribution/ Share-Alike 4.0 (most text also dual-licensed under GFDL) Media licensing varies |
| ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
| ତିଆରି କରିଥିଲେ | Assamese Wiki community |
| ଏବେକାର ସ୍ଥିତି | ଚାଲୁଅଛି |
ଅହମିୟା ଉଇକିପିଡ଼ିଆ (aswiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଅସମୀୟା ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା । ଜୁଲାଇ ୨୦୧୫ ସୁଦ୍ଧା ଏଥିରେ ୩,୬୦୦ ପ୍ରସଙ୍ଗ ତିଆରି ହୋଇଥିଲା ।[୧][୨]
୨୯ ଜାନୁଆରୀ ୨୦୧୨ରେ, ଅହମିୟା ଉଇକିପିଡ଼ିଆର ପ୍ରଥମ କର୍ମଶାଳା ଗୁଆହାଟୀ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହାପରେ ବିଭିନ୍ନ ସ୍ଥାନରେ କର୍ମଶାଳାମାନ ଅନୁଷ୍ଠିତ ହୋଇଥିଲା ।[୩][୪][୫][୬]
ଆଧାର
[ସମ୍ପାଦନା]- ↑ "Wikipedia Interactive Statistics, Article count". Martin Kozak. Archived from the original on 2014-12-10. Retrieved October 15, 2012.
{{cite web}}: CS1 maint: unfit URL (link) - ↑ "List of Wikipedias". Wikimedia foundation. Retrieved August 23, 2015.
- ↑ outlookindia.com Archived May 29, 2013, at the Wayback Machine.
- ↑ northeasttoday
- ↑ telegraphindia.com
- ↑ zeenews.india.com
ବାହାର ଲିଙ୍କ୍
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ Assamese Wikipedia
ବାବଦରେ ମାଧ୍ୟମ ରହିଛି ।