ଅସୁରେଶ୍ୱର

ଉଇକିପିଡ଼ିଆ‌ରୁ
(ଅସୁରେଶ୍ବରରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଅସୁରେଶ୍ୱର
ଗ୍ରାମ
ଦଧିବାମନ ଜୀଉ ମନ୍ଦିର ଅସୁରେଶ୍ୱର
ଦଧିବାମନ ଜୀଉ ମନ୍ଦିର ଅସୁରେଶ୍ୱର
ରାଜ୍ୟଓଡ଼ିଶା
ଜିଲ୍ଲାକଟକ ଜିଲ୍ଲା
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୪୨୦9
ଟେଲିଫୋନ କୋଡ଼+୦୬୭୧
ଯାନବାହାନ ପଞ୍ଚୀକରଣOD/

ଅସୁରେଶ୍ୱର ଓଡ଼ିଶାର କଟକ ଜିଲ୍ଲାରେ ଥିବା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଏକ ଗ୍ରାମ।[୧] କଟକ ସହରଠାରୁ ଏହା ପ୍ରାୟ ୫୦ କିମି ଦୂର ।

ଭୌଗଳିକ ଅବସ୍ଥିତି ଓ ଜଳବାୟୁ[ସମ୍ପାଦନା]

ଏହା କଟକଠାରୁ ପ୍ରାୟ ୪୫ କି.ମି. ଦୂରରେ ଅବସ୍ଥିତ । କଟକ ଓ କେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କଡ଼ରେ ଏହା ଅବସ୍ଥିତ ।ଭୁବନେଶ୍ୱରଠାରୁ ପାଖାପାଖି ୬୭କି.ମି. ଦୂରରେ ଅବସ୍ଥିତ.ଏଠାରେ ଧାନ, ଲଳିତା, ମୁଗ, ବିରି ଆଦି ପ୍ରମୁଖ ଚାଷ କରାଯାଏ.

ନାମକରଣ[ସମ୍ପାଦନା]

ପାଖ ଗ୍ରାମରେ ଥିବା ଶିବ ମନ୍ଦିରର ନାମ ଅନୁସାରେ ଏହି ଜାଗାଟିର ନାମକରଣ କରାଯାଇଥିଲା ।

ଦେବଦେବୀ ଓ ମନ୍ଦିର[ସମ୍ପାଦନା]

ଏଠାରେ ଥିବା ପ୍ରସିଦ୍ଧ ସ୍ଥାନଗୁଡିକ ହେଲା ରଘୁନାଥଜୀଉ ମନ୍ଦିର, ଦଧିବାମନଜୀଉ ମନ୍ଦିର ଇତ୍ୟାଦି ।

ଦର୍ଶନୀୟ ସ୍ଥାନ : ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିର ଶ୍ରୀ ଶ୍ରୀ ଦଧିବାମନଜୀଉ ମନ୍ଦିର

ଏଠାରେ ଗୋଟିଏ ମହାବିଦ୍ୟାଳୟ,ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ, ଅନେକ ଗୁଡିଏ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି ।

ଜୀବନ ଜୀବିକା[ସମ୍ପାଦନା]

ଏଠାରେ ଅଧିକାଂଶ ଲୋକ ଉଚ୍ଚଶିକ୍ଷିତ ଏବଂ ଚାକିରି ଉପରେ ନିର୍ଭର କରନ୍ତି । ତଥାପି ଏଠାରେ ଧାନ ଚାଷ ଅଧିକ ହୁଏ.. ତା ସହ ମୁଗ, ବିରି, ବିଭିନ୍ନ ପନିପରିବା ଏବଂ ଲଳିତା ଚାଷ ହୁଏ l

ପ୍ରସିଦ୍ଧି[ସମ୍ପାଦନା]

ରଘୁନାଥଜୀଉ ଙ୍କ ଦାଣ୍ଡଯାତ୍ରା ପ୍ରସିଦ୍ଧ ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]