ଅସିତ କୁମାର ମଲ
ଦେଖଣା
ଅସିତ କୁମାର ମଲ | |
|---|---|
| ସାଂସଦ: ୧୭ଶ, ୧୮ଶ ଲୋକ ସଭା | |
| Assumed office ୨୩ ମଇ ୨୦୧୯ | |
| ପୂର୍ବ ଅଧିକାରୀ | ଅନୁପମ ହାଜରା |
| ନିର୍ବାଚନ ମଣ୍ଡଳୀ | ବୋଲପୁର |
| ବିଧାୟକ: ପଶ୍ଚିମବଙ୍ଗ ବିଧାନ ସଭା | |
| କାର୍ଯ୍ୟକାଳ ୧୦ ମଇ ୧୯୯୬ – ୨୦ ମଇ ୨୦୧୬ | |
| ପୂର୍ବ ଅଧିକାରୀ | ତ୍ରିଲୋଚନ ଦାସ |
| ପର ଅଧିକାରୀ | ମିଲ୍ଟନ ରସିଦ |
| ନିର୍ବାଚନ ମଣ୍ଡଳୀ | ହାସନ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୧ ଜୁଲାଇ ୧୯୫୫ ମରଗ୍ରାମ, ରାମପୁରହାଟ, ବିରଭୂମ, ଭାରତ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ତୃଣମୂଳ କଂଗ୍ରେସ (୨୦୧୪–ଏବେଯାଏଁ)[୧] |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
| ବୃତ୍ତି | ରାଜନେତା |
ଅସିତ କୁମାର ମଲ ଜଣେ ଭାରତୀୟ ରାଜନେତା । ୨୦୧୯ ଓ ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଭାବରେ ବୋଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୭ଶ ଓ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩] ପୂର୍ବରୁ, ସେ ଭାରତୀୟ ଜାତୀୟ କଂଗ୍ରେସର ରାଜନେତା ଭାବରେ ରାଜନୀତିରେ ସକ୍ରିୟ ଥିଲେ ଏବଂ ପଶ୍ଚିମବଙ୍ଗ ବିଧାନ ସଭାରେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।
ଆଧାର
[ସମ୍ପାଦନା]- ↑ "Three Congress MLAs join TMC, one CPI-M legislator switches side". The Economic Times. 21 July 2014. Retrieved 15 March 2020.
- ↑ "Bolpur Election result 2019: TMC's Asit Kumar likely to win after securing 6,54,923 votes". Times Now. 23 May 2019. Retrieved 24 May 2019.
- ↑ Debashis Konar (13 May 2019). "West Bengal: Poll veterans to the fore as TMC aims to retain key seats". The Times of India. Retrieved 15 March 2020.