ଅଶ୍ୱିନୀ କୁମାର ମିଶ୍ର
ଦେଖଣା
ଅଶ୍ୱିନୀ କୁମାର ମିଶ୍ର | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨ ଅପ୍ରେଲ ୧୯୫୩ ସମ୍ବଲପୁର |
| ବୃତ୍ତି | ପ୍ରଶାସକ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | ନଖଦର୍ପଣ |
ଅଶ୍ୱିନୀ କୁମାର ମିଶ୍ର (ଜନ୍ମ: ୨ ଅପ୍ରେଲ ୧୯୫୧) ଜଣେ ଓଡ଼ିଆ ସାହିତ୍ୟିକ ।[୧][୨] ସେ ଗଳ୍ପ, କବିତା ଓ ସମାଲୋଚନା ଲେଖନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଅଶ୍ୱିନୀ କୁମାର, ୧୯୫୧ ମସିହାରେ ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଚନ୍ଦ୍ରଶେଖର ମିଶ୍ର ଓ ମାତାଙ୍କ ନାମ ରାସେଶ୍ୱରୀ ଦେବୀ । ଶ୍ରୀ ମିଶ୍ର ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷାହାସଲ କରିଛନ୍ତି । ବୃତିରେ ସେ ଜଣେ ପ୍ରଶାସକ ଓ ଓଡ଼ିଶା ପ୍ରଶାସନିକ ସେବାରେ ଅଧିକାରୀ ଭବରେ କାମ କରି ସେ ଅବସର ଗ୍ରହଣ କରିଛନ୍ତି । ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ସାହିତ୍ୟିକ ଜୀବନ
[ସମ୍ପାଦନା]ରଚନାବଳୀ
[ସମ୍ପାଦନା]- ନଖଦର୍ପଣ
- ଚନ୍ଦ୍ରବନ୍ଧନୀ
- ସାକ୍ଷାତର ଦିନ
- ବନବାସ ଓ ଅନ୍ୟାନ୍ୟ କବିତା
- ଅରଣ୍ୟ ସଙ୍ଗୀତ
- କଥୋପକଥନ
- ମହାବାତ୍ୟାର ଆଖି
- ମାଟି ମୁହାଂଶ
- ସ୍ଫଟିକ କାବ୍ୟାଲୋକ
- ନେତ୍ରାତିଥି
- ମହା ଦିଗନ୍ତ
- ଫିଟ୍ ଇନ୍ ଦି ଭ୍ୟାଲି
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Google Books". Google. Retrieved 2026-04-09.
- ↑ "Google Books". Google. Retrieved 2026-04-09.
- ↑ "ଅଶ୍ୱିନୀ କୁମାର ମିଶ୍ର ପାଇବେ ଏ ବର୍ଷର ବିଷୁବ ପୁରସ୍କାର". Sahitya Charcha. 2026-04-07. Retrieved 2026-04-09.
- ↑ ବ୍ୟୁରୋ, ଓଡ଼ିଶା ସମ୍ବାଦ (2026-04-06). "ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ 'ଝଙ୍କାର' ପୁରସ୍କାର". Odisha Sambad. Retrieved 2026-04-09.