ଅଶ୍ୱଥି ଥିରୁନାଲ ଗୌରି ଲକ୍ଷ୍ମୀ ବାଇ

ଉଇକିପିଡ଼ିଆ ରୁ
Jump to navigation Jump to search
Aswathy Thirunal
ଅଶ୍ୱଥି ଥିରୁନାଲ ଗୌରି ଲକ୍ଷ୍ମୀ ବାଇ
Aswathi Thirunal Gowri Lakshmi Bayi BNC.jpg
ମୂଳନାମഅശ്വതി തിരുനാൾ ഗൗരി ലക്ഷ്മിഭായി
ଜନ୍ମGowri Lakshmi Bayi
Travancore
ଛଦ୍ମନାମGauri Lakshmi Bai
ବୃତ୍ତିWriter
ଭାଷାMalayalam
ଜାତୀୟତାIndia
ଆଞ୍ଚଳିକତାMalayali
ନାଗରିକତାIndian
ଶିକ୍ଷାGraduate in Economics
ସମୟ1994- current
ସାହିତ୍ୟ କୃତିThe Dawn(1994), Kerala Temple Architecture: Some Notable Features (1997), Sree Padmanabha Swamy Temple(1998), Thulsi Garland(1998), The Mighty Indian Experience(2002), Budhadarśanaṃ: lēkhanaṅṅaḷ(2007), Glimpses of Kerala Culture(2011), Rudrakshamala(2014) etc.
ଜୀବନ ସାଥିLate. Sri Vishakham Nal Sukumaran Raja Raja Varma of Paliyakkara West Palace, Thiruvalla(m.1963-2005)
ସନ୍ତାନPrince Pooruruttathi Thirunal Marthanda Varma, Prince Avittom Thirunal Adithya Varma and Princess Bharani Thirunal Lekha Parvathi Bayi (adopted in 1994)
ଜ୍ଞାତି କୁଟୁମ୍ବLt. Col. G. V. Raja (father), Maharani Karthika Thirunal Lakshmi Bayi (mother), Maharajah Chithira Thirunal Balarama Varma (uncle), Uthradom Thirunal Marthanda Varma (uncle), Moolam Thirunal Rama Varma (brother)

ଅଶ୍ୱଥି ଥିରୁନାଲ ଗୌରି ଲକ୍ଷ୍ମୀ ବାଇ (ଜନ୍ମ 1945) ଭାରତୀୟ ରାଜ୍ୟ କେରାଲାର ପ୍ରାଚୀନ ତ୍ରଭଙ୍କୋର ରାଜପରିବାରର ଆଙ୍ଗ୍ଲୋ-ଭାରତୀୟ ଲେଖିକା । ସେ 10ଟି ପୁସ୍ତକ ରଚନା କରିଛନ୍ତି । .[୧]

ସେ ତ୍ରଭଙ୍କୋରର ଶେଷ ରାଜା ଚିଥିରା ଥିରୁନାଲ ବଳରାମ ବର୍ମା ଓ ଉଥରାଦମ ଥ୍ରୁନାଲ ମାରଥଣ୍ଡା ବର୍ମାଙ୍କ ସମ୍ପର୍କିତ ଭଉଣୀ ଥିଲେ । [୨]

Birth and education[ସମ୍ପାଦନା]

ଅଶ୍ୱଥିମହାରାଣୀ ତ୍ରଭଙ୍କୋର ରାଜପରିବାରର କାରଥିକା ଥିରୁନାଲ ଲକ୍ଷ୍ମୀ ବାଇଙ୍କ ତୃତୀୟ ପୁତ୍ରୀ ଥିଲେ । ତାଙ୍କର ପୁତ୍ରପୁତ୍ରୀ ମାନେ ଅଭିତ୍ତମ ଥିରୁନାଲ ରାମ ବର୍ମା , ପୁନମ ଥିରୁନାଲ ଗୌଡ଼ିୟ ପାର୍ବତୀ ବାଇ ଓ ମୁଲାମ ଥିରୁନାଲ ରାମ ବର୍ମା ଥିଲେ । ସେ ନିଜ ଗୃହରେ ଆଙ୍ଗ୍ଲୋ-ଇଣ୍ଡିଆନ ତୁଠରଙ୍କଦ୍ୱାରା ଶିକ୍ଷୟା ପ୍ରାପ୍ତ ହେଇଥିଲେ । ସ୍କୁଲ ଶିକ୍ଷା ପରେ ସେ ଥିରୁଭନ୍ନତହପୁରମ କଲେଜରେ ଅର୍ଥନୀତିରେ ଡିଗ୍ରୀ କରିଥିଲେ । [୩]

ବିବାହ [ସମ୍ପାଦନା]

1963 ମସିହାରେ 18 ବର୍ଷବଯଶରେ ସେ ବିବାହ କରିଥିଲେ । ତାଙ୍କ ସ୍ୱାମୀ ଥିରୁଭଲ୍ଲ ରାଜା ପରିବାରର ବିଶାଖାମ ନାଳ ସୁକୁମାରଣ ରାଜା ବର୍ମାଙ୍କୁ ବିବାହ କରିଥିଲେ । ତାଙ୍କ ସ୍ୱାମୀଙ୍କ ଦେହାନ୍ତ 2005 ମସିହାରେ କାର ଦୁର୍ଘଟଣାରେ ହେଇଥିଲା । [ଆଧାର ଲୋଡ଼ା]

ସାହିତ୍ଯ କୃତି [ସମ୍ପାଦନା]

 ଅସ୍ୱାଥି ତ୍ରଭଙ୍କୋରେ ମନ୍ଦିର , କେରାଲାର ମନ୍ଦିର ମାନଙ୍କ କଳାୟ ସ୍ଥାପତ୍ୟ , ଦୁଇଟି ଇଂରେଜୀ କବିତା ପୁସ୍ତକ , ଅନେକ ପ୍ରବନ୍ଧ ଓ ଭାରତୀୟ କଳା ଓ ସଂସ୍କୃତି ଉପରେ ଲେଖା ମାନ ଦେଇଥିଲେ । ତାଙ୍କ ଲେଖା ଗୁଡିକ ବିଭିନ୍ନ ଜର୍ନାଲ ଓ ପୁସ୍ତକ ଆକାରରେ ମୁଦ୍ରିତ ହେଇଥିଲା । ତାଙ୍କ ପୁସ୍ତକ ଗୁଡିକ ମାଲାୟଲମ ଭାଷାରେ ମଧ୍ୟ ଅନୁଦିତ ହେଇଥିଲା । ତାଙ୍କର " ଶ୍ରୀ ପଦ୍ମନାଭ ସ୍ୱାମୀ ମନ୍ଦିର " ପୁସ୍ତକଟି ବହୁଳ ଆଦୃତ ହେଇଥିଲା । [୪]

ଆଧାର ସମୂହ [ସମ୍ପାଦନା]

  1. SANTHANAM, KAUSALYA. "Writer with a royal lineage". THE HINDU. Retrieved 4 December 2014.
  2. Express, Express News Service (25 February 2014). "New Book by Aswathi Thirunal". THE NEW INDIA EXPRESS. Retrieved 2 April 2014.
  3. SANTHANAM, KAUSALYA. "Writer with a royal lineage". THE HINDU. Retrieved 4 December 2014.
  4. Express, Express News Service. "New Book by Aswathi Thirunal". THE NEW INDIA EXPRESS. Retrieved 2 April 2014.

ବାହ୍ୟ ସଂଯୋଗ [ସମ୍ପାଦନା]