ଅଳକା ବର୍ମା
ଦେଖଣା
ଅଳକା ବର୍ମା | |
|---|---|
| ଜନ୍ମ | |
| ବୃତ୍ତି | ଅଭିନେତ୍ରୀ |
ଅଳକା ବର୍ମା ଜଣେ ଭାରତୀୟ ଅଭିନେତ୍ରୀ, ମଡେଲ୍ ଓ ଉଦ୍ୟୋଗପତି । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ହିନ୍ଦୀ ଧାରାବାହିକ ସି.ଆଇ.ଡି.ରେ ସବ୍-ଇନ୍ସପେକ୍ଟର ମୁସ୍କାନ ଭୂମିକାରେ ସେ ଅଭିନୟ ପାଇଁ ଜଣାଶୁଣା ।
ଅଭିନୟ ଜୀବନ
[ସମ୍ପାଦନା]୨୦୦୬ ମସିହାରେ, ସେ ହିନ୍ଦୀ ଧାରାବାହିକ ସି.ଆଇ.ଡି. ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏଥିରେ, ସେ ସବ୍-ଇନ୍ସପେକ୍ଟର ମୁସ୍କାନ ଗୁପ୍ତା ଭୂମିକାରେ ଅଭିନୟ କରିଥିଲେ । ୨୦୧୪ ମସିହାରେ, ସେ କଥାଚିତ୍ର ଅନ୍ଫର୍ଗେଟେବୁଲ୍ରେ ଅଭିନୟ କରିଥିଲେ ।[୧] ସେ ତାଙ୍କ ସାଙ୍ଗମାନଙ୍କ ସହିତ ଏକ କଫିସପ୍ ଖୋଲିଛନ୍ତି ।
ଟେଲିଭିଜନ
[ସମ୍ପାଦନା]| ବର୍ଷ | କଥାଚିତ୍ର/ଧାରାବାହିକ | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୦୬–୨୦୦୭ | ସି.ଆଇ.ଡି. | ସବ୍-ଇନ୍ସପେକ୍ଟର ମୁସ୍କାନ | ଟିଭି ସିରିଜ୍ |
| ୨୦୦୯ | ଆହାଟ | ଚାରୁଲତା | ସିଜିନ୍ ୪; ଅଧ୍ୟାୟ ୯ ଓ ୧୦ |
| ୨୦୧୪ | ଅନ୍ଫର୍ଗେଟେବୁଲ୍[୨] | ରୋଷନୀ/ତାରା |
ଆଧାର
[ସମ୍ପାଦନା]- ↑ Wire, A. B. (2014-06-20). "Unforgettable: Bollywood's first film to be shot entire in the UAE – The American Bazaar" (in ଆମେରିକୀୟ ଇଂରାଜୀ). Retrieved 2023-07-31.
- ↑ "Unforgettable". The Times of India. 10 June 2014. Retrieved 2 December 2014.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଳକା ବର୍ମା
- ଇନଷ୍ଟାଗ୍ରାମରେ ଅଳକା ବର୍ମା