Jump to content

ଅଲିଶା ସିଂହ

ଉଇକିପିଡ଼ିଆ‌ରୁ
ଅଲିଶା ସିଂହ
ଜନ୍ମ (1991-05-05) ୫ ମଇ ୧୯୯୧ (ବୟସ ୩୪)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରାଞ୍ଚି ମହିଳା ମହାବିଦ୍ୟାଳୟ
ବୃତ୍ତି(ସମୂହ)ଅଭିନେତ୍ରୀ, ନୃତ୍ୟଶିଳ୍ପୀ, ନୃତ୍ୟଗୁରୁ
ସକ୍ରିୟ ବର୍ଷ୨୦୦୩ – ଏବେଯାଏଁ
ପ୍ରସିଦ୍ଧିବୁଗି ୱୁଗି, ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ, ଦିଲ୍ ଦୋସ୍ତି ଡ୍ୟାନ୍ସ, ଝଲକ୍ ଦିଖ୍‌ଲା ଜା
ପିତାମାତା
  • ରାଜ କୁମାର ସିଂହ (ବାପା)

ଅଲିଶା ସିଂହ ଜଣେ ଭାରତୀୟ ଅଭିନେତ୍ରୀ, ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁ । ସେ ନୃତ୍ୟଭିତ୍ତିକ ରିଆଲିଟି ଶୋ ବୁଗି ୱୁଗିର ଚାରିଥର ବିଜେତା ହୋଇଛନ୍ତି ଏବଂ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ପ୍ରଥମ ସିଜିନ୍‌ରେ ସେ ରନର୍‌ଅପ୍ ହୋଇଥିଲେ ।

ସେ ଦିଲ୍ ଦୋସ୍ତି ଡ୍ୟାନ୍ସଝଲକ ଦିଖ୍‌ଲା ଜା ଭଳି ରିଆଲିଟି ଶୋରେ ଜଣେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ । ଧୁମ୍ ୩, ବଜରଙ୍ଗୀ ଭାଇଜାନକୁଙ୍ଗ ଫୁ ୟୋଗା ଭଳି କଥାଚିତ୍ରରେ ସେ ଜଣେ ସହଯୋଗୀ କୋରିଗ୍ରାଫର ଭାବରେ କାର୍ଯ୍ୟ କରିଛନ୍ତି ।[]

ଅଭିନୟ ଜୀବନ

[ସମ୍ପାଦନା]

ଟେଲିଭିଜନ

ବର୍ଷ ଟେଲିଭିଜନ କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଚେନାଲ
୨୦୦୩ ବୁଗି ୱୁଗି ପ୍ରତିଯୋଗୀ ରନର୍‌ଅପ୍ ସୋନି ଟିଭି
୨୦୦୭ ବିଜୟୀ
୨୦୦୯ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ (ସିଜିନ ୧) ରନର୍‌ଅପ୍ ଜୀ ଟିଭି
୨୦୧୧ ଦିଲ୍ ଦୋସ୍ତି ଡ୍ୟାନ୍ସ ନେହା କପୁର ଚେନାଲ ଭି ଇଣ୍ଡିଆ
୨୦୧୪ ଡେୟାର ଟୁ ଡ୍ୟାନ୍ସ ସେଲିବ୍ରିଟି ପ୍ରତିଯୋଗୀ ଲାଇଫ୍ ଓକେ
୨୦୧୫ କ୍ରାଇମ ପେଟ୍ରୋଲ ଡାଏଲ୍ ୧୦୦ ନାଜିଆ ଅଧ୍ୟାୟ ୫୯ ସୋନି ଟିଭି
୨୦୧୬ ଝଲକ ଦିଖ୍‌ଲା ଜା କୋରିଓଗ୍ରାଫର୍ କଲର୍ସ ଟିଭି
୨୦୨୦ ଫୁକ୍‌ରାପନ୍ତି ନିର୍ଦ୍ଦେଶିକା
  1. "Ranchi rajkumari rides high on hope – Alisha wants to open a dance school in city". The Telegraph. Kolkota.
    - "Celebs swing to teen?s moves – 13-year-old bags bollywood offer". The Telegraph. Kolkota.
    - "Alisha Singh". IMDb.
    - "इन्होंने जैकी चैन से कराया डांस, सलमान-कटरीना को भी कर चुकी हैं कोरियोग्राफ". bhaskar.com. Archived from the original on 2 April 2019. Retrieved 2 April 2019.
    - "Dance skills on display at Jashn-e-Night". avenuemail.in. Archived from the original on 2 April 2019. Retrieved 2 April 2019.
    - "'Jhalak Dikhhla Jaa 9:' Here's the confirmed list of contestants and their choreographer partners". IBTimes. 23 June 2016.

ବାହାର ଲିଙ୍କ୍

[ସମ୍ପାଦନା]