Jump to content

ଅଲିଜା ଖାନ୍

ଉଇକିପିଡ଼ିଆ‌ରୁ
ଅଲିଜା ଖାନ୍
ଜନ୍ମ (1987-08-09) ୯ ଅଗଷ୍ଟ ୧୯୮୭ (ବୟସ ୩୮)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୪–ଏବେଯାଏଁ

ଅଲିଜା ଖାନ୍ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ ଅଭିନୟ କରିବା ପାଇଁ ଜଣାଶୁଣା । ସେ ଘର୍ କୀ ଲକ୍ଷ୍ମୀ ବେଟିୟାଁ (୨୦୦୬) ଓ ସି.ଆଇ.ଡି. (୧୯୯୮) ଧାରାବାହିକରେ ଅଭିନୟ କରିବା ପାଇଁ ଜନାଶୁଣା ।[][] କୁଗୁଲ ହୈ ଧାରାବାହିକରେ, ସେ ଅଭିନୟ କରିବା ପାଇଁ ଚୂଡ଼ାନ୍ତ ହୋଇଥିଲା, ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ସ୍ଥାନରେ ଅର୍ଚ୍ଚନା ତାଇଡେ କାମ କରିଥିଲେ ।[][]

ଅଭିନୟ ଜୀବନ

[ସମ୍ପାଦନା]

୨୦୦୬ ମସିହାରେ, ଜୀ ଟିଭିରେ ପ୍ରସାରିତ ଧାରାବାହିକ ଘର୍ କୀ ଲକ୍ଷ୍ମୀ ବେଟିୟାଁରେ ସେ ଗୌରୀ ଗରୋଡ଼ିଆ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଚାନ୍ଦ ବୁଝ ଗୟା

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ଚ୍ୟାନେଲ
୨୦୦୪–୨୦୦୫ କେସର ନେହା ଷ୍ଟାର ପ୍ଲସ
୨୦୦୫–୨୦୦୬ କରଣ – ଦି ଡିଟେକ୍ଟିଭ୍ ଡିଡି ନ୍ୟାସନାଲ
୨୦୦୭–୨୦୦୯ ଘର୍ କୀ ଲକ୍ଷ୍ମୀ ବେଟିୟାଁ ଗୌରୀ ଗରୋଡ଼ିଆ / ଗୌରୀ ଆକାଶ ଶାହା ଜୀ ଟିଭି
୨୦୧୧ ଲଭ୍ ୟୁ ଜୀନ୍ଦଗୀ ରୂପ ଢିଲୋନ ଷ୍ଟାର ପ୍ଲସ
୨୦୧୨ ଫିଅର୍ ଫାଇଲ୍ସ: ଡର୍ କୀ ସଚ୍ଚି ତସ୍‌ବୀରେଁ[] ଜୀ ଟିଭି
୨୦୧୩ ଝିଲମିଲ ସୀତାରୋଁ କା ଆଙ୍ଗନ ହୋଗା ଅଙ୍ଗନା ସୌମ୍ୟା ଚୌହାନ ସାହାରା ୱାନ
୨୦୧୪ ପ୍ୟାରା୍ କା ଦର୍ଦ ହୈ ମୀଠା ମୀଥା ପ୍ୟାରା ପ୍ୟାରା ଅମୃତା ବିକ୍ରମ ଧନରାଜଗିର ଷ୍ଟାର ପ୍ଲସ
୨୦୨୩ ପ୍ୟାର୍ କା ପେହଲା ନାମ: ରାଧା ମୋହନ[] ଆଡ଼ଭୋକେଟ ଦେବୀକା ସାହାୟେ ଜୀ ଟିଭି
  1. ୧.୦ ୧.୧ "Aleeza Khan gets replaced in Qubool Hai! - Times of India". The Times of India. 22 October 2012.
  2. "Aleeza Khan to replace Shriya Jha in Jhilmil Sitaaron - Times of India". The Times of India. 15 March 2013.
  3. "Aleeza Khan, Harsh Khurana, Shabnam in Qubool Hai - Times of India". The Times of India. 12 September 2012.
  4. "Aleeza Khan in Fear Files". The Times of India. 13 December 2012. Retrieved 13 December 2012.
  5. "It's a roller coaster ride in this industry, but I love it, says Aleeza Khan". The Times of India. 12 August 2023. Retrieved 12 August 2023.

ବାହାର ଲିଙ୍କ୍

[ସମ୍ପାଦନା]