Jump to content

ଅର୍ଜୁନ ପୁଞ୍ଜ

ଉଇକିପିଡ଼ିଆ‌ରୁ
ଅର୍ଜୁନ ପୁଞ୍ଜ
ପତ୍ନୀ ଗୁରଦୀପଙ୍କ ସହିତ ଅର୍ଜୁନ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୦୧–୨୦୦୮; ୨୦୧୩–୨୦୧୪
ପ୍ରସିଦ୍ଧିୱୋ ରେହନେ ୱାଲି ମେହଲୋଁ କୀ
ବୈବାହିକ-ସାଥୀଗୁରଦୀପ କୋହଲି (ବିବାହ: ୨୦୦୬)[][]
ସନ୍ତାନମେହେର ପୁଞ୍ଜ (ଝିଅ)
ମାହିର ପୁଞ୍ଜ (ପୁଅ)[][]

ଅର୍ଜୁନ ପୁଞ୍ଜ ଜଣେ ଭାରତୀୟ ଅଭିନେତା ।[] ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକ ଓ ହିନ୍ଦୀ କଥାଚିତ୍ର ଜଗତରେ କାମ କରୁଥିଲେ । ଷ୍ଟାର ଟିଭିରେ ପ୍ରସାରିତ ଧାରାବାହିକ ସଞ୍ଜିବନୀରେ, ତାଙ୍କ ଅଭିନୀତ ଭୂମିକା ଡ. ଅମନ ପାଇଁ ସେ ଜଣାଶୁଣା ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୧ ତେରେ ଲିୟେ ଆଦିତ୍ୟ ବର୍ମା
୨୦୦୨ ଜୋରୁଗା ହୁଶରୁଗା[] ତେଲୁଗୁ କଥାଚିତ୍ର
୨୦୦୫ ଟାଇମ୍ ପାସ୍ ବିଶାଲ ବର୍ମା
୨୦୦୮ ୱାନ୍ ଟୁ ଥ୍ରୀ ସୋନୁ ନାରାୟଣ

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା
୨୦୦୩ ସଞ୍ଜିବନୀ ଡ. ଅମନ
୨୦୦୫ ଆହାଟ ସୁନୀଲ
ୱୋ ରେହନେ ୱାଲି ମେହଲୋଁ କୀ ରାଜ ଗୋଏଲ
୨୦୦୬ ନାଚ ବଲିୟେ ୨
ସାଥୀ ରେ ପ୍ରେମ
୨୦୧୩ ଅର୍ଜୁନ ଇନ୍ସପେକ୍ଟର ରଘୁ ରାଜପୁତ
୨୦୧୪ ଦୀୟା ଔର ବାତୀ ହମ ଏଟିଏସ୍ ଅଫିସର ଅର୍ଜୁନ ଚୌଧୁରୀ[][]
  1. Top 8 successful marriages in TV world. Youngisthan. Prerna Arora. 5 October 2013.
  2. "Winter wedding for Arjun! – Latest News & Updates at Daily News & Analysis". 14 May 2006.
  3. ୩.୦ ୩.୧ Arjun Punj: Trying for good film roles kept me away from TV. IBN Live. 27 November 2014.
  4. PIX: TV stars step out with their daughters – Rediff.com. Rediff. 7 November 2012.
  5. "Sanjivani fame Gurdip Kohli celebrates husband Arjun Punj's birthday in Goa; see pics". The Times of India. 28 July 2019.
  6. "Joruga Husharuga | 2002 Telugu HD Full Movie | Rahul | Rubina | ETV Cinema". YouTube. Archived from the original on 2021-12-05.
  7. Arjun Punj happy to play villain to his wife. Times of India. 29 November 2014.
  8. Arjun Punj to star with wife Gurdeep Kohli in 'Diya Aur Baati Hum'. Mid-Day. 8 November 2014.

ବାହାର ଲିଙ୍କ୍

[ସମ୍ପାଦନା]