Jump to content

ଅରୂପ ଚକ୍ରବର୍ତ୍ତୀ (ଭାରତୀୟ ରାଜନେତା)

ଉଇକିପିଡ଼ିଆ‌ରୁ
ଅରୂପ ଚକ୍ରବର୍ତ୍ତୀ
ସାଂସଦ: ୧୮ଶ ଲୋକ ସଭା
Assumed office
୧୬ ଜୁନ ୨୦୨୪
ପୂର୍ବ ଅଧିକାରୀସୁଭାଷ ସରକାର
ନିର୍ବାଚନ ମଣ୍ଡଳୀବଙ୍କୁରା
Majority୩୨,୭୭୮
ବିଧାୟକ: ପଶ୍ଚିମ ବଙ୍ଗ ବିଧାନ ସଭା
କାର୍ଯ୍ୟକାଳ
୬ ମଇ ୨୦୨୧ – ୫ ଜୁନ ୨୦୨୪
ପୂର୍ବ ଅଧିକାରୀସମୀର ଚକ୍ରବର୍ତ୍ତୀ
ପର ଅଧିକାରୀଫାଲଗୁନି ସିଂଘବାବୁ
ନିର୍ବାଚନ ମଣ୍ଡଳୀତଳଡଙ୍ଗରା
Majority୧୨,୩୭୭
ବ୍ୟକ୍ତିଗତ ସବିଶେଷ
ଜନ୍ମ (1956-08-05) ୫ ଅଗଷ୍ଟ ୧୯୫୬ (ବୟସ ୬୯)
ବଙ୍କୁରା, ପଶ୍ଚିମ ବଙ୍ଗ, ଭାରତ
ରାଜନୀତିକ ଦଳତୃଣମୂଳ କଂଗ୍ରେସ
ଶିକ୍ଷାବି.ଏ., ଏଲ୍.ଏଲ୍.ବି
ଶିକ୍ଷାନୁଷ୍ଠାନରାଞ୍ଚି ବିଶ୍ୱବିଦ୍ୟାଳୟ
ପେଷାଆଇନଜୀବି

ଅରୂପ ଚକ୍ରବର୍ତ୍ତୀ (ଜନ୍ମ: ୫ ଅଗଷ୍ଟ ୧୯୫୬) ଜଣେ ଭାରତୀୟ ରାଜନେତା । ସେ ତୃଣମୂଳ କଂଗ୍ରେସର ସଦସ୍ୟ ଭାବରେ ପଶ୍ଚିମ ବଙ୍ଗର ରାଜନୀତିରେ ସକ୍ରିୟ ଅଛନ୍ତି । ସେ ୧୭ଶ ପଶ୍ଚିମ ବଙ୍ଗ ବିଧାନ ସଭା ନିର୍ବାଚିତ ହୋଇଥିଲେ । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ ଓ ଶିକ୍ଷା

[ସମ୍ପାଦନା]

୧୯୫୬ ମସିହାର ଅଗଷ୍ଟ ୫ ତାରିଖରେ, ସେ ବଙ୍କୁରା ସ୍ଥିତ ମେଜିଆ ଠାରେ ଜନ୍ମଗ୍ରହଣ କରିଥିଲେ । ସେ ରାଞ୍ଚି ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଓ ଏଲ୍.ଏଲ୍.ବି କରିଛନ୍ତି ।[]

ସେ ତୃଣମୂଳ କଂଗ୍ରେସର ବଙ୍କୁରା ଜିଲ୍ଲାର ଅଧକ୍ଷ ଅଟନ୍ତି ।[] ୨୦୧୩ ମସିହାରେ, ସେ ବଙ୍କୁରା ଜିଲ୍ଲା ପରିଷଦର ଉପାଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ ।[] ସେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ, ଅନେକ ସମୟରେ ସମାଲୋଚିତ ହୋଇଛନ୍ତି ।[][][][] ୨୦୨୧ ମସିହାରେ, ସେ ପଶ୍ଚିମ ବଙ୍ଗ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ ମସିହାରେ, ସେ ବଙ୍କୁରା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[][୧୦]

  1. "Bankura election results 2024 live updates: TMC's Arup Chakraborty wins". The Times of India. 2024-06-05. ISSN 0971-8257. Retrieved 2024-06-05.
  2. "Arup Chakraborty(All India Trinamool Congress(AITC)):Constituency- TALDANGRA(BANKURA) - Affidavit Information of Candidate". myneta.info. Retrieved 2024-03-30.
  3. "Former CPM MLA beaten up in Bankura". The Times of India. 2012-03-22. ISSN 0971-8257. Retrieved 2024-03-30.
  4. "Another TMC leader Arup Chakraborty asks partymen to kill intruders". The Economic Times. 2014-07-01. ISSN 0013-0389. Retrieved 2024-03-30.
  5. "Another TMC leader asks partymen to 'sacrifice' intruders". India Today (in ଇଂରାଜୀ). Retrieved 2024-03-30.
  6. Bangla, TV9 (2024-03-08). "Bankura: 'নিজের কর্মীদের দিয়েই গাড়ি ভাঙিয়েছেন কেন্দ্রীয় শিক্ষা প্রতিমন্ত্রী',বিস্ফোরক তৃণমূল বিধায়ক". TV9 Bangla (in Bengali). Retrieved 2024-03-30.{{cite web}}: CS1 maint: numeric names: authors list (link)
  7. "Lok Sabha Election: দলের মৃতপ্রায় অবস্থা! ভোটের মুখে বেফাঁস তৃণমূল প্রার্থী, অস্বস্তিতে জোড়াফুল শিবির". banglahunt.com (in ଆମେରିକୀୟ ଇଂରାଜୀ). 2024-03-28. Retrieved 2024-03-30.
  8. "ব্রিটিশদের বিরুদ্ধে লড়েছে তৃণমূল! বিধায়কের মন্তব্যে নয়া বিতর্ক". Eisamay (in Bengali). Retrieved 2024-03-30.
  9. Chatterjee, Pradip (2024-03-19). "LS polls: 'Son of the soil' is TMC's 'bet in Bankura'". www.millenniumpost.in (in ଇଂରାଜୀ). Retrieved 2024-03-30.
  10. India Today (13 July 2024). "Businessmen | In august company" (in ଇଂରାଜୀ). Archived from the original on 7 August 2024. Retrieved 7 August 2024.