Jump to content

ଅରୂପ ଚକ୍ରବର୍ତ୍ତୀ

ଉଇକିପିଡ଼ିଆ‌ରୁ
ଅରୂପ କେ ଚକ୍ରବର୍ତ୍ତୀ
ଜନ୍ମ (1961-11-26) ୨୬ ନଭେମ୍ବର ୧୯୬୧ (ବୟସ ୬୪)
ଜାତୀୟତାଯୁକ୍ତରାଷ୍ଟ୍ର ଆମେରିକା
ଶିକ୍ଷାନୁଷ୍ଠାନଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କାନପୁର (ବି. ଟେକ୍)
ଦେଲାୱାର ବିଶ୍ୱବିଦ୍ୟାଳୟ(ପିଏଚ୍.ଡି.)
ମିନ୍ନେସୋଟା ବିଶ୍ୱବିଦ୍ୟାଳୟପୋଷ୍ଟଡକ୍ ଫେଲୋସିପ୍
ବୈବାହିକ-ସାଥୀଶର୍ମିଳା ଚାଟାର୍ଜୀ
ସନ୍ତାନ1
ବିଜ୍ଞାନୀ ଜୀବନ
ଜଣାଶୁଣା ଛାତ୍ରସେସନ ଲୋକାସଲେ

ଅରୂପ କେ. ଚକ୍ରବର୍ତ୍ତୀ ଜଣେ ଆମେରକୀୟ ଇଞ୍ଜିନିୟର୍ । ସେ ମୁଖ୍ୟତଃ ବାଇଓଫିଜିକ୍ସ, କମ୍ୟୁଟେସ୍‌ନାଲ୍ ମଡେଲିଂ ଓ ଇନ୍‌ଫେକ୍ଟିସିଓସ୍ ଡିଜିକ୍ ଆଦିରେ କାମ କରନ୍ତି । ଏବେ ସେ ମାସ୍‌ଚୁସେଟ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ରୋବର୍ଟ ଟି. ହସଲମ୍‌ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି ।[][]

  1. "Arup Chakraborty". mit.edu. Retrieved April 26, 2017.
  2. "Arup Chakraborty". mit.edu. Retrieved April 26, 2017.