Jump to content

ଅରୂପାନନ୍ଦ ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ଅରୂପାନନ୍ଦ ପାଣିଗ୍ରାହୀ
ମୃତ୍ୟୁ (1963-03-02) ୨ ମାର୍ଚ୍ଚ ୧୯୬୩ (ବୟସ ୬୩)
ଗୋଳାପୋଖରୀ, ତିହିଡ଼ି, ଭଦ୍ରକ
ବୃତ୍ତିକବି
ଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରବସନ୍ତ ମୁଦୁଲି କବିତା ପୁରସ୍କାର – ୨୦୦୨

ଅରୂପାନନ୍ଦ ପାଣିଗ୍ରାହୀ ଜଣେ ଓଡ଼ିଆ କବି ଓ ଲେଖକ । ତାଙ୍କ ରଚିତ ପୁସ୍ତକ ପୃଥିବୀଟି ଛୋଟ ବୋଲି, ଆମଘର, ଗୋଟେ ଧାନ ପାଇଁ, ଗୋଧୂଳି ଲେନ୍ ଆଦି ପ୍ରକାଶିତ ହୋଇଛି । ୨୦୦୨ ମସିହାରେ, ତାଙ୍କୁ ବସନ୍ତ ମୁଦୁଲି କବିତା ପୁରସ୍କାର ପ୍ରଦାନ କରାଯାଇଥିଲା ।

ଜୀବନୀ

[ସମ୍ପାଦନା]

ଦାସ ୧୯୬୩ ମସିହାର ମାର୍ଚ୍ଚ ୨ ତାରିଖରେ ଭଦ୍ରକ ଜିଲ୍ଲାର ତିହିଡ଼ି ସ୍ଥିତ ଗୋଳାପୋଖରୀଠାରେ ଜନ୍ମଗ୍ରହଣ କରିଥିଲେ ।[]

ରଚନାବଳୀ

[ସମ୍ପାଦନା]
  • ପୃଥିବୀଟି ଛୋଟ ବୋଲି
  • ଆମଘର
  • ଗୋଟେ ଧାନ ପାଇଁ
  • ଗୋଧୂଳି ଲେନ୍

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ପାଣିଗ୍ରାହୀ, ଅରୂପାନନ୍ଦ, ed. (1 January 2017). ପୃଥିବୀଟି ଛୋଟ ବୋଲି. Retrieved 8 April 2026. {{cite book}}: Cite has empty unknown parameter: |1= (help)
  2. ମହାନ୍ତି, କୃଷ୍ଣ କୁମାର, ed. (6 December 2025). ଚିହ୍ନା ଚାଳିଶ (୧ ed.). ଟାଇମ୍‌ପାସ୍. ISBN 9789360730345. Retrieved 2 April 2026.

ବାହାର ଲିଙ୍କ୍

[ସମ୍ପାଦନା]