ଅରିନ୍ଦମ୍ ସିହ୍ନା
ଦେଖଣା
ଅରିନ୍ଦମ୍ ସିହ୍ନା (ଜନ୍ମ: ୨୨ ସେପ୍ଟେମ୍ବର ୧୯୬୫) ଜଣେ ଭାରତୀୟ ଓକିଲ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଣେ ବିଚାରପତି ।[୧]
ବୃତ୍ତିଗତ ଜୀବନ
[ସମ୍ପାଦନା]ସିହ୍ନାଙ୍କ ଜନ୍ମ ୨୨ ସେପ୍ଟେମ୍ବର ୧୯୬୫ ମସିହାରେ । ୧୧ ମାର୍ଚ୍ଚ ୧୯୯୧ରେ ଆଇନ ବ୍ୟବସାୟରେ ଯୋଗ ଦେଇ ସେ ମୁଖ୍ୟତଃ ସିଭିଲ, ବାଣିଜ୍ୟ, ଆର୍ବିଟ୍ରେସନ୍ ଏବଂ ସଂବିଧାନିକ ମାମଲାରେ କୋଲକାତ ଉଚ୍ଚ ନ୍ୟାୟାଳୟରେ ନିୟମିତ ଓକିଲାତି ଆରମ୍ଭ କଲେ । 30 ଅକ୍ଟୋବର 2013ରେ କୋଲକାତା ଉଚ୍ଚ ନ୍ୟାୟାଳୟର ଏକ ଅତିରିକ୍ତ ବିଚାରପତି ଭାବେ ନିୟୁକ୍ତ ହେଲେ ଏବଂ 14 ମାର୍ଚ୍ଚ 2016ରେ କୋଲକାତା ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାବେ ନିୟୁକ୍ତ ହେଲେ ।[୨] 8 ଅକ୍ଟୋବର 2021ରେ ମନୋନିତ ହୋଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ।[୩]
ଆଧାର
[ସମ୍ପାଦନା]- ↑ "Judge | Orissa High Court, Cuttack". www.orissahighcourt.nic.in. Retrieved 20 December 2024.
- ↑ "Notice". www.calcuttahighcourt.gov.in. Retrieved 20 December 2024.
- ↑ "Directory". oslsa.odisha.gov.in. Retrieved 20 December 2024.[permanent dead link]
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |