ଅମୃତେଶ୍ୱର ମନ୍ଦିର , ଅମୃତପୁରା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଅମୃତେଶ୍ୱର ମନ୍ଦିର , ଅମୃତପୁରା
village
ଏକକୁଟା (ଏକକ ଆସ୍ଥାନ ), ଅମୃତପୁରା ମନ୍ଦିର , ୧୧୯୬ , ଚିକମାଗଲୁର ଜିଲ୍ଲା
ଏକକୁଟା (ଏକକ ଆସ୍ଥାନ ), ଅମୃତପୁରା ମନ୍ଦିର , ୧୧୯୬ , ଚିକମାଗଲୁର ଜିଲ୍ଲା
Country India
StateKarnataka
DistrictChikkamagaluru District
Languages
Time zoneUTC+5:30 (IST)

ଅମୃତେଶ୍ୱର ମନ୍ଦିର (କନ୍ନଡ଼: ಅಮೃತೇಶ್ವರ ದೇವಸ್ಥಾನ)ଭାରତୀୟ ରାଜ୍ୟ କର୍ଣାଟକ ଚିକମାଗାଲୁର ଜିଲ୍ଲାର ଚିକମାଗଲୁର ସହରଠାରୁ 67 କିଲୋମିଟର ଦୁରବର୍ତୀ ଅମୃତପୁରା ଗ୍ରାମରେ ଅବସ୍ଥିତ । ଏହି ମନ୍ଦିର ୧୧୯୬ ମସିହାରେ ହୋୟଶାଳା ରାଜା ବୀର ବଲ୍ଲଳ IIଙ୍କ ସେନାପତି ଅମୃତେଶ୍ୱର ଦଣ୍ଡନାୟକଙ୍କଦ୍ୱାରା ନିର୍ମିତ ହେଇଥିଲା । 

ଅମୃତେଶ୍ୱର ମନ୍ଦିର[ସମ୍ପାଦନା]

୧୧୯୬ ଶତାବ୍ଦୀର ମନ୍ଦିର )
ମୁକ୍ତ ମନ୍ତପ (ହଲ ) ଉଜ୍ଜ୍ୱଳ ସ୍ତମ୍ଭ ସବୁ ସହ , ଅମୃତପୁରା ମନ୍ଦିରରେ
କୀର୍ତ୍ତିମୂଖ କ୍ଷୋଦିତ ଚିତ୍ରଣ ଶିଖର (ସ୍ତମ୍ଭ ) ଅମୃତପୁରାଠାରେ
୧୦୬ ମସିହାର କନ୍ନଡ ସିଲାଲେଖ

ଏହି ମନ୍ଦିର ପ୍ରାଚୀନ ହୋୟଶାଳା ସ୍ଥାପତ୍ୟ କଳା ଅନୁସାରେ ନିର୍ମିତ ହେଇଥିଲା । ଏହା ମଧ୍ୟରେ ଏକ ବିଶାଳ ମନ୍ତପ ବା ହଲ ରହିଛି । ଏହି ହଲ ମଧ୍ୟରେ ସମଦୂରତାରେ ଗୋଲାକାର ଖୋଦନ ଚିତ୍ର ସହ  ସ୍ତମ୍ଭ ମାନ ରହିଛି ।  

ଗ୍ୟାଲେରି [ସମ୍ପାଦନା]

ନୋଟ ସବୁ [ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Hoysala architecture
  • Chikkamagaluru District

ଆଧାର [ସମ୍ପାଦନା]

  • Gerard Foekema, A Complete Guide to Hoysala Temples, Abhinav, 1996 ISBN 978-81-7017-345-8
  • Suryanath U. Kamath, A Concise history of Karnataka from pre-historic times to the present, Jupiter books, 2001, MCC, Bangalore (Reprinted 2002) LCCN:80905179, OCLC:7796041.

ବାହାର ଲିଙ୍କ [ସମ୍ପାଦନା]