Jump to content

ଅମଲ କୁମାର ସରକାର

ଉଇକିପିଡ଼ିଆ‌ରୁ
ଅମଲ କୁମାର ସରକାର
8th Chief Justice of India
କାର୍ଯ୍ୟକାଳ
16 March 1966  29 June 1966
Appointed bySarvepalli Radhakrishnan
ପୂର୍ବ ଅଧିକାରୀP. B. Gajendragadkar
ପର ଅଧିକାରୀK. Subba Rao
Chief Justice of Bombay High Court
ପୂର୍ବ ଅଧିକାରୀPrakash Chandra Tatia
D. N. Patel (acting)
ବ୍ୟକ୍ତିଗତ ସବିଶେଷ
ଜନ୍ମ(1901-06-29)୨୯ ଜୁନ ୧୯୦୧
ମୃତ୍ୟୁ୧୮ ଡିସେମ୍ବର ୨୦୦୧(2001-12-18) (ବୟସ ୧୦୦)
Kolkata

ଜଷ୍ଟିସ୍‌ ଅମଲ କୁମାର ସରକାର (ବଙ୍ଗଳା: অমল কুমার সরকার) (୨୯ ଜୁନ ୧୯୦୧ – ୧୮ ଡିସେମ୍ବର ୨୦୦୧) ୧୬ ମାର୍ଚ୍ଚ ୧୯୬୬ରୁ ୨୯ ଜୁନ ୧୯୬୬ ଯାଏଁ ଭାରତର ଅଷ୍ଟମ ମୁଖ୍ୟ ନ୍ୟାୟାଧୀଶ ଥିଲେ ।[]

ଶିକ୍ଷା

[ସମ୍ପାଦନା]

ସେ ପ୍ରତିଷ୍ଠିତ ସ୍କଟିଶ୍ ଚର୍ଚ୍ଚେସ କଲେଜ, ବଙ୍ଗବାସୀ କଲେଜ ଏବଂ କଲିକତା ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ୟୁନିଭର୍ସିଟି ଲ ସ୍କୁଲରେ ଅଧ୍ୟୟନ କରିଥିଲେ ।[][]

ସଂକ୍ଷିପ୍ତ ପେଶା ଜୀବନ

[ସମ୍ପାଦନା]

ସେ କଲିକତା ଉଚ୍ଚ ନ୍ୟାୟାଳୟରେ ଅଧିବକ୍ତା ଭାବରେ ବୃତ୍ତିଜୀବନ ଆରମ୍ଭ କରିଥିଲେ । ୨୫ ଜାନୁଆରୀ ୧୯୪୯ରେ ସେ କଲିକତା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ହେଲେ[] ଏବଂ ମାର୍ଚ୍ଚ ୧୯୫୭ରେ ସୁପ୍ରିମ୍ କୋର୍ଟର ନ୍ୟାୟାଧୀଶ ହୋଇଥିଲେ ।

ସୁପ୍ରିମ୍ କୋର୍ଟର ନ୍ୟାୟାଧୀଶ ଭାବେ, ସର୍କାର ୨୨୮ଟି ରାୟ ଲେଖିଥିଲେ ଏବଂ ୬୫୩ଟି ବେଞ୍ଚରେ ବସିଥିଲେ।

  1. "Justice A.K. Sarkar | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-12-02.
  2. Some Alumni of Scottish Church College in 175th Year Commemoration Volume. Scottish Church College, April 2008. page 591
  3. Sen, Asit. Glimpses of College History: The Students and the Teachers in 175th Year Commemoration Volume. Scottish Church College, April 2008. page 234
  4. "Appointment of A K Sarkar". www.indianculture.gov.in/. Retrieved 2 December 2025.