ଅମରେନ୍ଦ୍ର ଖଟୁଆ
ଅମରେନ୍ଦ୍ର ଖଟୁଆ | |
---|---|
ଅମରେନ୍ଦ୍ର ଖଟୁଆ ୨୦୧୬ ମସିହାରେ ଦ୍ଵୀତିୟ ଆନ୍ତର୍ଜାତିକ ଭାଷା ସମ୍ମୀଳନି ଅବସରରେ | |
Director General, Indian Council for Cultural Relations | |
କାର୍ଯ୍ୟକାଳ 16 December 2016[୧] – 31 May 2017 [୨] | |
ଆର୍ଜେଣ୍ଟିନାରେ ଭାରତର ରାଜଦୂତ | |
କାର୍ଯ୍ୟକାଳ 1 July 2012 – 12 December 2015 | |
Secretary (SA) Ministry of External Affairs | |
କାର୍ଯ୍ୟକାଳ 19 September 2016 – 31 May 2017 | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | [୩] | ୪ ଜୁନ ୧୯୫୭
ଜାତୀୟତା | ଭାରତୀୟ |
ସନ୍ତାନ | ୧ |
ଶିକ୍ଷାନୁଷ୍ଠାନ | ଦିଲ୍ଲୀ ବିଶ୍ଵବିଦ୍ୟାଳୟ |
ବୃତ୍ତି | ଭାରତୀୟ ବିଦେଶ ସେବା |
ପେଷା | ପ୍ରଶାସନିକ ଅଧିକାରୀ |
ଅମରେନ୍ଦ୍ର ଖଟୁଆ (ଜନ୍ମ ୪ ଜୁନ ୧୯୫୭)[୪] ଜଣେ ଭାରତୀୟ ବିଦେଶ ସେବା (IFS) କାଡରର ପ୍ରଶାସନିକ ଅଧିକାରୀ । ଏହି ଓଡ଼ିଆ ଭାଷୀ କବି ୨୦୧୨ ମସିହାରେ ଝଙ୍କାର ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଅମରେନ୍ଦ୍ର ଖଟୁଆ ତାଙ୍କ ବାଲ୍ୟ ଜୀବନ ଓଡ଼ିଶାର ବିରୂପା ଗ୍ରାମରେ ବିତାଇଥିଲେ । ସେ ୧୯୭୮ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରୀ ମଲ୍ କଲେଜରୁ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ ।[୫]
ପେଶାଜୀବନ
[ସମ୍ପାଦନା]ସେ ୧୯୮୧ ମସିହାରେ ଭାରତୀୟ ବିଦେଶ ସେବାରେ ଯୋଗ ଦେଇଥିଲେ । ସେ ଦକ୍ଷିଣ ସୁଡାନ ଓ ସୁଡାନ ମଧ୍ୟରେ ଶାନ୍ତି ସ୍ଥାପନ କରିବା ପାଇଁ ବିଶେଷ ଦୂତ ଭାବରେ ଦୁଇଟି ଦେଶରେ କାର୍ଯ୍ୟ କରିଥିଲେ । ସେ ସୁଷ୍ମା ସ୍ୱରାଜ ବିଦେଶ ସେବା ସଂସ୍ଥାନର ଡିନ୍ ଭାବରେ କାର୍ଯ୍ୟ କରିଥିଲେ ଓ ସେଠାରେ ଅନେକ ପରିବର୍ତ୍ତନ ଆଣିଥିଲେ । ସେ ଭାରତର ପୂର୍ବତନ ଉଚ୍ଚାୟୁକ୍ତ ଭାବରେ ଆର୍ଜେଣ୍ଟିନା, ଆଇଭରି କୋଷ୍ଟ ଓ ଅନ୍ୟାନ୍ୟ ଦେଶରେ ଭାରତର ରାଜଦୂତ ଭାବରେ କାର୍ଯ୍ୟ କରିଛନ୍ତି । ସେ ବିଦେଶ ମନ୍ତ୍ରଣାଳୟରେ (ଭାରତ) ବିଶେଷ ଦାୟିତ୍ୱରେ ସଚିବ ଭାବରେ କାର୍ଯ୍ୟ କରିଥିଲେ ଓ ଭାରତ ସଂସ୍କୃତିକ ସମ୍ପର୍କ ପରିଷଦ (ICCR) ର ପୂର୍ବତନ ମହାନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ଅମରେନ୍ଦ୍ର ଖଟୁଆଙ୍କର କବିତାଗୁଡିକ ଜାତୀୟ ଓ ଆନ୍ତର୍ଜାତୀୟ ପତ୍ରିକାମାନଙ୍କରେ ପ୍ରକାଶ ପାଇଛି ।[୬] ସେ ନିଜ କବିତା ସଂଗ୍ରହ ପ୍ରକାଶ କରିବା ସହିତ ଅନେକ କବିତା ସଂକଳନ ପୁସ୍ତକର ସମ୍ପାଦନା ମଧ୍ୟ କରିଛନ୍ତି ।[୭] ୨୦୨୨ ମସିହାର ଅନୁବାଦ ପାଇଁ ଅକାଦେମୀ ପୁରସ୍କାର ବାବଦରେ ଜଣେ ଜୁରୀ ସଦସ୍ୟ ଭାବେ ସେ ମନୋନୀତ ହୋଇଥିଲେ ।[୮]
ସାହିତ୍ୟ କୃତି
[ସମ୍ପାଦନା]- ଅନାବନା ଗୀତମାଳିକା[୯]
- APANE BHEETAR KA MEGHDOOT[୧୦]
- ଅନ୍ତରଙ୍ଗ ସ୍ଥାନାନ୍ତର (କବିତା ସଂକଳନ)[୧୧]
- ନିଜ ଖବର ନେବାର ସମୟ
ଆଧାର
[ସମ୍ପାଦନା]- ↑ "Odia born Mr.Amarendra Khatua taken over as new Director general ICCR". eodisha.org. December 2021. Archived from the original on 25 December 2017.
- ↑ "LIST OF FORMER DIRECTOR GENERALS OF ICCR – Indian Council for Cultural Relations – Government of India". March 2021. Archived from the original on 14 September 2019.
- ↑ "Interview with Ambassador Amarendra Khatua". 22 March 2017.
- ↑ KIIT (2021-09-06). "KIIT Law School MUN Society Organizes". KIIT University News & Events (in ବ୍ରିଟିଶ୍ ଇଂରାଜୀ). Retrieved 2025-04-12.
- ↑ "Interview with Ambassador Amarendra Khatua". Odisha Diary, Latest Odisha News, Breaking News Odisha (in ଆମେରିକୀୟ ଇଂରାଜୀ). 2017-03-22. Retrieved 2025-04-12.
- ↑ "Amarendra Khatua Archives". Nirala Publications (in ଆମେରିକୀୟ ଇଂରାଜୀ). Retrieved 2025-04-12.
- ↑ Sarangi, Dr Mrutyunjay. "Literary Vibes - Edition CXVIX (29-July-2022) - POEMS, SHORT STORIES & REMINISCENCES". positivevibes.today (in ଇଂରାଜୀ). Retrieved 2025-04-12.
- ↑ "Jury Members of Sahitya Akademi Prize for Translation 2022" (PDF). sahitya-akademi.gov.in. Retrieved 12 April 2025.
- ↑ "ଅମରେନ୍ଦ୍ର ଖଟୁଆ". Odisha Sambad (in ଆମେରିକୀୟ ଇଂରାଜୀ). 2025-04-12. Retrieved 2025-04-12.
- ↑ "APANE BHEETAR KA MEGHDOOT | 9789380823683 | Prabhat Prakashan". www.prabhatbooks.com. Retrieved 2025-04-12.
- ↑ "Odia Poetry Collection - Antaranga Sthaanantara". Ritikart (in ଇଂରାଜୀ). Retrieved 2025-04-12.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |