ଅଭିଶେକ ଅବସ୍ଥି
ଦେଖଣା
ଅଭିଶେକ ଅବସ୍ଥି | |
|---|---|
| ବୃତ୍ତି(ସମୂହ) | ନୃତ୍ୟ ନିର୍ଦ୍ଦେଶକ, ନୃତ୍ୟଶିଳ୍ପୀ, ମଡେଲ୍ |
| ସକ୍ରିୟ ବର୍ଷ | ୨୦୦୭ - ଏବେଯାଏଁ |
ଅଭିଶେକ ଅବସ୍ଥି ଜଣେ ଭାରତୀୟ ଅଭିନେତା, ନୃତ୍ୟ ନିର୍ଦ୍ଦେଶକ ଓ ମଡେଲ୍ । ସେ ୨୦୦୪ ମସିହାର ଜୀ ଟିଭିର ରିଆଲିଟି ଶୋ ଇଣ୍ଡିଆଜ୍ ବେଷ୍ଟ ସିନେଷ୍ଟାର୍ କୀ ଖୋଜ୍ରେ ଅଂଶଗ୍ରହଣ କରିଥିଲେ । ଷ୍ଟାର୍ ପ୍ଲସ୍ର ଡ୍ୟାନ୍ସ ରିଆଲିଟି ଶୋ ନାଚ୍ ବଲିୟେର ୩ୟ ସିଜିନ୍ରେ, ସେ ରାଖି ସାୱନ୍ତଙ୍କ ସହ ଅଂଶଗ୍ରହଣ କରିଥିଲେ ।[୧]
୨୦୦୮ ମସିହାରେ, ସେ ସବ୍ ଟିଭିରେ ପ୍ରସାରିତ ଧାରାବାହିକ ଜୁଗ୍ନି ଚଲି ଜଲନ୍ଦରରେ ମନିନ୍ଦର ସିଂହ ଭୂମିକାରେ ଅଭିନୟ କରିଥିଲେ ।[୨] He also appeared in Zara Nach Ke Dikha on Star Plus and Chintu Chinki Aur Ek Badi Si Love Story and Tu Mere Agal Bagal Hai on SAB TV.[୩]
ଆଧାର
[ସମ୍ପାଦନା]- ↑ "Content to be a TV star". The Hindu. 28 March 2011. Archived from the original on 7 April 2011. Retrieved 21 May 2011.
- ↑ "Meet The Characters: Jugni Chali Jalandhar". SABtv.com. Retrieved 21 May 2011.
- ↑ Salvadore, Sarah (29 April 2010). "For your eyes only!". The Times of India. Archived from the original on 9 June 2012. Retrieved 21 May 2011.