ଅଫଜଲପୁର
ଦେଖଣା
Afzalpur
ಅಫ್ಜಲ್ಪುರ | |
|---|---|
city | |
| Country | |
| State | Karnataka |
| District | Gulbarga |
| Area | |
| • ସମୁଦାୟ | 3 km2 (1 sq mi) |
| Elevation | 408 m (1,339 ft) |
| Population (2001) | |
| • Total | ୨୭,୦୮୮ |
| • Density | 6,371.33/km2 (16,501.7/sq mi) |
| Languages | |
| • Official | Kannada |
| Time zone | UTC+5:30 (IST) |
| PIN | 585301 |
| Telephone code | 08470 |
ଅଫଜଲପୁର ଏକ ଭାରତୀୟ ସହର ପଞ୍ଚାୟତ ଅଟେ । ଏହା କର୍ଣ୍ଣାଟକର ଗୁଲ୍ବର୍ଗ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଅଫଜଲପୁର ୧୭.୨୦୦୧ ଉତ୍ତର ଅକ୍ଷାଂଶ ଓ ୭୬.୩୬୦୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଫଜଲପୁର ସହରର ମୋଟ ଜନସଂଖ୍ୟା ୧୯୧୧୪ ଅଟେ ।[୨] ସେଥି ମଧ୍ୟରୁ ୫୨.୨୩% ଜଣ ପରୁଷ ହୋଇଥିବା ବେଳେ ୪୭.୭୭% ଜଣ ନାରୀ ଅଟନ୍ତି । ଅଫଜଲପୁରର ସାକ୍ଷରତା ହାର ୫୪.୦୨% ଅଟେ । ଏହା ଜାତୀୟ ହାରଠାରୁ ୧୦.୮୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୨.୪୯% ପ୍ରତିଶତ ପୁରୁଷ ଓ ୨୧.୫୩% ନାରୀ ଅଟନ୍ତି । ୧୫.୨୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]କନ୍ନଡ ଅଫଜଲପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- 1 2 "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.