Jump to content

ଅନୁଷ୍କା ସିଂହ

ଉଇକିପିଡ଼ିଆ‌ରୁ
ଅନୁଷ୍କା ସିଂହ
ଜନ୍ମ (1964-11-09) ୯ ନଭେମ୍ବର ୧୯୬୪ (ବୟସ ୬୧)[]
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୬–ଏବେଯାଏଁ
ପ୍ରସିଦ୍ଧିମାତା କି ଚୌକି
ବୈବାହିକ-ସାଥୀବୈଭବ (ବିବାହ: ୨୯ ଜୁନ ୨୦୧୭)
ସନ୍ତାନ

ଅନୁଷ୍କା ସିଂହ (ଜନ୍ମ: ୯ ନଭେମ୍ବର ୧୯୬୪)[] ଜଣେ ଭାରତୀୟ ମଡେଲ୍ ଓ ଅଭିନେତ୍ରୀ ।[] ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକ ଓ କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରନ୍ତି ।

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା
୨୦୦୬–୨୦୦୭ ବାରିଷ୍ଟର ରୟ[][]
୨୦୦୭ ଆହାଟ ସଲୋନିର ସହକର୍ମୀ (ଅଧ୍ୟାୟ ୧)
ଅମ୍ରିତା (ଅଧ୍ୟାୟ ୧୧)
ରିୟା (ଅଧ୍ୟାୟ ୧୬)
୨୦୦୭ ସି.ଆଇ.ଡି. କାର୍ତ୍ତିକା (ଅଧ୍ୟାୟ ୪୭୮)
ଅଧ୍ୟାୟ ୪୮୮
୨୦୦୮ ଅଧ୍ୟାୟ ୫୦୪
୨୦୧୦–୨୦୧୧ ମାତା କି ଚୌକି ସବିତା ବିଷ୍ଣୁ ନାରାୟଣ
୨୦୧୧–୨୦୧୨ ଡୋଣ୍ଟ ଓରି ଚାଚୁ ରାଖା ଚିରାଗ ଦେଶାଇ
୨୦୧୨ କ୍ରାଇମ୍ ପେଟ୍ରୋଲ୍[]
୨୦୧୨–୨୦୧୬ ସାବଧାନ ଇଣ୍ଡିଆ ଆମନଦୀପ[] (ଅଧ୍ୟାୟ ୬୫ ଓ ୬୬)
ଉମା (ଅଧ୍ୟାୟ ୪୧)[]
ଅର୍ଚ୍ଚନା ଅରବିନ୍ଦ ଗୁପ୍ତା (ଅଧ୍ୟାୟ ୧୮୨)
ସୁମନ (ଅଧ୍ୟାୟ ୭୬୩)
ଶ୍ରଦ୍ଧା ଶର୍ମା (ଅଧ୍ୟାୟ ୧୩୫୨)
ମନିଷା (ଅଧ୍ୟାୟ ୧୫୬୧)
ଶିଳ୍ପୀ (ଅଧ୍ୟାୟ ୧୬୨୮)
ଅମିତର ସ୍ତ୍ରୀ (ଅଧ୍ୟାୟ ୧୬୯୪)
ଡ. ମଧୁ (ଅଧ୍ୟାୟ ୧୭୭୬)
୨୦୧୩ ବାଣୀ – ଇସ୍କ ଦା କଲମା[] ଶ୍ରୀମତି ସିଂହ
ଅର୍ଜୁନ ପୁଷ୍ପା ଛବରିଆ (ଅଧ୍ୟାୟ ୮୫)
ଦେବୋଁ କା ଦେବ...ମହାଦେବ[୧୦] ମହାରାଣୀ ସୁମିତ୍ରା
୨୦୧୪ ଗୁସ୍ତାଖ ଦିଲ୍ ଅଦିତୀ
କବୁଲ୍ ହୈ[୧୧] ମୁନିଶା
୨୦୧୫ କ୍ରାଇମ୍ ପେଟ୍ରୋଲ ମୀନାକ୍ଷୀ ସୁଶାନ୍ତ ନିକାମ (ଅଧ୍ୟାୟ ୫୨୦)
୨୦୧୭ ଗଙ୍ଗା ରିୟା ଝା
  1. "Happy Birthday 💐 @anushkaa999" (in ଇଂରାଜୀ). 2017-11-09. Retrieved 2020-08-11 – via Instagram.
  2. "Happy Birthday 💐 @anushkaa999" (in ଇଂରାଜୀ). 2017-11-09. Retrieved 2020-08-11 – via Instagram.
  3. "The Namesake Saga". Retrieved 2011-12-05.
  4. "'Barrister Roy', a new thriller, will begin telecast on DD1 from September 10, 2006. The serial will be aired in the 10-11 pm slot". 2 September 2006. Retrieved 2006-09-02.
  5. "TV show 'Barrister Roy' on Doordarshan National". Retrieved 2006-08-28.
  6. "Anushka Singh in Sony TV's Crime Patrol". Retrieved 2012-08-14.
  7. "Anushka Singh in Savdhaan India @11!". Retrieved 2012-06-22.
  8. Bhopatkar, Tejashree (10 September 2012). "Anushka Singh & Manmohan Tiwari in Savdhaan India". The Times of India. Retrieved 9 July 2015.
  9. "Anushka Singh & newbie Ankit Gill to enter Baani". The Times of India. 5 April 2013. Retrieved 2013-04-05.
  10. "Life OK's Mahadev gets its Queens – Kaushalya, Sumitra and Kaikeyi". Retrieved 2013-07-08.
  11. "Anushka Singh joins 'Qubool Hai' post leap". The Times of India. 4 May 2014. Retrieved 2014-05-04.