Jump to content

ଅନୀଲା ଶ୍ରୀକୁମାର

ଉଇକିପିଡ଼ିଆ‌ରୁ
ଅନୀଲା ଶ୍ରୀକୁମାର
ଜନ୍ମ (1970-02-11) ୧୧ ଫେବୃଆରୀ ୧୯୭୦ (ବୟସ ୫୫)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନସରକାରୀ କଳା ଓ ବିଜ୍ଞାପନ ମହାବିଦ୍ୟାଳୟ, କୋଜିକୋଡ଼େ, କେରଳ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୨ – ଏବେଯାଏଁ
ବୈବାହିକ-ସାଥୀଆର୍‌ପି ଶ୍ରୀକୁମାର
ସନ୍ତାନ
ପିତାମାତାପୀତାମ୍ବରନ୍ (ବାପା)
ପଦ୍ମାବତୀ (ମାଆ)

ଅନୀଲା ଶ୍ରୀକୁମାର (ଜନ୍ମ: ୧୧ ଫେବୃଆରୀ ୧୯୭୦) ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ମାଲାୟଲମ କଥାଚିତ୍ର ଓ ଟେଲିଭିଜନ ଧାରାବାହିକରେ କାମ କରନ୍ତି ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଅନିଲା ଶ୍ରୀକୁମାର ୧୯୭୦ ମସିହା ଫେବୃଆରି ୧୧ ତାରିଖରେ କୋଝିକୋଡ଼ର ଚେଭାୟୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଡକ୍ସନ କଣ୍ଟ୍ରୋଲର ଓ ପ୍ରଯୋଜକ ଶ୍ରୀକୁମାରଙ୍କୁ ବିବାହ କରିଛନ୍ତି ଏବଂ ଏହି ଦମ୍ପତିଙ୍କର ଅଭିନବ ଓ ଅଧିଲକ୍ଷ୍ମୀ ନାମକ ଦୁଇଜଣ ସନ୍ତାନ ଅଛନ୍ତି ।[]

୧୯୯୨ ମସିହାରେ, ସେ ମାଲାୟାଲମ କଥାଚିତ୍ର ସରଗମ ଜରିଆରେରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ମାଲାୟାଲମ ଟେଲିଭିଜନରେ ନିଜକୁ ପ୍ରତିଷ୍ଠିତ କରିଥିଲେ ଏବଂ ଦୀପାଙ୍ଗଲ ଚୁଟ୍ଟୁମ, ଦ୍ରୌପଦୀ, ଜ୍ୱାଲାୟାୟୀ, ଗୁଣ୍ଡେନିଣ୍ଡା ଗୁଡିଗାଣ୍ଟାଲୁ, କୃଷ୍ଣଥୁଲସି ଏବଂ ଚିନ୍ନା ଥାମ୍ବି ଭଳି ଲୋକପ୍ରିୟ ଧାରାବାହିକରେ ଅଭିନୟ କରିଥିଲେ ।

  1. "'ആ കെയറിങ് എനിക്ക് ഇഷ്ടപ്പെട്ടില്ല, ഞാൻ വഴക്കുണ്ടാക്കി, അതോടെ മിണ്ടാതായി'! മനസ്സ് തുറന്ന് മലയാളികളുടെ 'കൊച്ചുത്രേസ്യ' | anila sreekumar actress about life and cinema special interview".