Jump to content

ଅନୀତା କନ୍ୱଲ

ଉଇକିପିଡ଼ିଆ‌ରୁ
ଅନୀତା କନୱାଲ
ଜନ୍ମ (1954-04-09) ୯ ଅପ୍ରେଲ ୧୯୫୪ (ବୟସ ୭୧)
ସକ୍ରିୟ ବର୍ଷ୧୯୮୭–ଏବେଯାଏଁ
ସନ୍ତାନ୨ ଝିଅ (ପୂଜା କନୱାଲଙ୍କ ସହିତ)

ଅନୀତା କନୱାଲ ଜଣେ ଭାରତୀୟ ଅଭିନେତ୍ରୀ ଓ ପ୍ରଯୋଜିକା । ସେ ମୁଖ୍ୟତଃ ଟେଲିଭିଜନ ଧାରାବାହିକରେ କାମ କରନ୍ତି ଏବଂ ଚାଣକ୍ୟ, ଶାନ୍ତିସୋନପରୀ ଭଳି ହିନ୍ଦୀ ଭାଷୀ ଟେଲିଭିଜନ୍ ଧାରାବାହିକରେ ଅଭିନୟ ପାଇଁ ସେ ଜଣାଶୁଣା । ୧୯୯୦ ଦଶକରେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ବନେଗି ଅପ୍ନି ବାତ୍‌ରେ ନିଜ ପୁଅକୁ ହତ୍ୟା କରିଥିବା ମାଆ ଶ୍ରୀମତୀ ସେଠଙ୍କ ନକାରାତ୍ମକ ଭୂମିକା ପାଇଁ ସେ ବେଶ୍ ଜଣାଶୁଣା ।[][]

୨୦୦୨ ମସିହାରେ ସେ ନିଜର ପ୍ରଯୋଜନା ସଂସ୍ଥା ଆରମ୍ଭ କରିଥିଲେ ଏବଂ ଟେଲିଭିଜନ ଧାରାବାହିକ ଗୁଞ୍ଜ ଅତୀତ କିର ପ୍ରଯୋଜନା କରିଥିଲେ ।[] ୧୯୯୩ ମସିହାରେ, ସେ ହିନ୍ଦୀ କଥାଚିତ୍ର କଭି ହାଁ କଭି ନା ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[] ଟେଲିଭିନ ଜଗତରେ କାମ କରୁଥିବା ଅଭିନେତ୍ରୀ ପୂଜା କନୱାଲ ତାଙ୍କ ଝିଅ ଅଟନ୍ତି ।

  1. Enter the vamp[dead link]
  2. Awaasthi, Kavita (2016-07-29). "Banegi Apni Baat: How the show brought freshness to Indian TV". Hindustan Times. Retrieved 2024-09-04.
  3. Anita Kanwal turns producer with 'Goonj Ateet Ki'
  4. "I was frustrated with TV roles"

ଅଧିକ ପଠନ

[ସମ୍ପାଦନା]