Jump to content

ଅନିମେଶ କୁଜୁର

ଉଇକିପିଡ଼ିଆ‌ରୁ
(ଅନିମେଷ କୁଜୁରରୁ ଲେଉଟି ଆସିଛି)
ଅନିମେଷ କୁଜୁର
ବ୍ୟକ୍ତିଗତ ତଥ୍ୟ
ଜାତୀୟତା ଭାରତ
ଜନ୍ମ (2003-06-02) ୨ ଜୁନ ୨୦୦୩ (ବୟସ ୨୨)
ଛତିଶଗଡ଼, ଭାରତ
Sport
କ୍ରୀଡ଼ାଦୌଡ଼କୁଦ
Event(s)୧୦୦/୨୦୦ ମି ସ୍ପ୍ରିଣ୍ଟ
Medal record
Men's athletics
Competitor for  ଭାରତ
ଏସୀୟ ଆଥଲେଟିକ୍ସ ଚମ୍ପିୟାନସିପ ୨୦୨୫
Bronze ଏସୀୟ ଆଥଲେଟିକ୍ସ ଚମ୍ପିୟାନସିପ ୨୦୨୫ ପୁରୁଷ ୨୦୦ମି

ଅନିମେଷ କୁଜୁର (ଜନ୍ମ : ୨ ଜୁନ ୨୦୦୩) ଜଣେ ଭାରତୀୟ ଧାବକ । ସେ ୧୦୦ ମି, ୨୦୦ମି ଓ ୪ × ୧୦୦ ମି ରିଲେ ପ୍ରତିଯୋଗୀତାରେ ସେ ବର୍ତ୍ତମାନର ଜାତୀୟ ରେକର୍ଡ଼ଧାରୀ ।[][] ୨୦୨୫ ମସିହାର ଏସୀୟ ଆଥଲେଟିକ୍ ଚମ୍ପିୟାନସିପରେ ସେ ୨୦୦ ମି ପ୍ରତିଯୋଗୀତାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । []

ଅନିମେଷ, ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ର ।

ରେକର୍ଡ଼

[ସମ୍ପାଦନା]
  • ୧୦୦ ମି - ୧୦.୧୮ ସେକେଣ୍ଡ (୨୦୨୫)
  • ୨୦୦ ମି - ୨୦.୩୨ ସେକେଣ୍ଡ (୨୦୨୫)
  • ୪ × ୧୦୦ ମି ରିଲେ - ୩୮.୬୯ ସେକେଣ୍ଡ (୨୦୨୫)
  • ୪ × ୪୦୦ ମି ରିଲେ - ୩ ମିନିଟ ୧୧.୬୮ ସେକେଣ୍ଡ (୨୦୨୪)
  1. Rayan, Stan (2025-04-24). "Animesh sets new men's 200m National record; Praveen equals his National triple jump mark". The Hindu (in Indian English). ISSN 0971-751X. Retrieved 2025-05-31.
  2. "Competitors as individuals, fastest as team: Gurindervir, Animesh, Manikanta, Amlan set 4x100m national record in 1st attempt". The Indian Express (in ଇଂରାଜୀ). 2025-05-01. Retrieved 2025-05-31.
  3. Sportstar, Team (2025-05-31). "Animesh । Kujur breaks National Record to win bronze in men's 200m at Asian Athletics Championships". Sportstar (in ଇଂରାଜୀ). Retrieved 2025-05-31.