ଅନାମିକା ଶାହା
ଦେଖଣା
ଅନାମିକା ଶାହା | |
---|---|
ଜନ୍ମ | ଉଷା ଶାହା ଜେସ୍ସୋର ଜିଲ୍ଲା, ଖୁଲ୍ନା, ବାଂଲାଦେଶ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ଅନାମିକା ଶାହା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଜଗତରେ କାମ କରନ୍ତି ।[୧]
Early life
[ସମ୍ପାଦନା]ଅନାମିକା ବଙ୍ଗଳାଦେଶର ଖୁଲ୍ନାର ଜୋସ୍ସେର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ସମୟରେ ତାଙ୍କ ନାମ ଥିଲା ଉଷା ଶାହା । ୧୯୬୧ ମସିହାରେ, ସେ ଦେଶବନ୍ଧୁ ବାଳିକା ବିଦ୍ୟାଳୟରୁ ତାଙ୍କର ବିଦ୍ୟାଳୟ ସ୍ତରୀୟ ଶିକ୍ଷା ଶେଷ କରି ସ୍କଟିଶ ଚର୍ଚ୍ଚ କଲେଜରେ ଯୋଗ ଦେଇଥିଲେ । ୧୯୭୩ ମସିହାରେ, ସେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଆଶାର ଆଲୋ । ୧୯୭୪ ମସିହାରେ, ସେ ଟଲିଉଡ୍ରେ ମଧ୍ୟ କାମ କରିଥିଲେ, ସେ ତରୁଣ ମଜୁମଦାରଙ୍କ ସଂସାର ସିମନ୍ତରେ କାମ କରିଥିଲେ ।[୨]
ଅଭିନୀତ କଥାଚିତ୍ର
[ସମ୍ପାଦନା]୧୯୭୩-୨୦୦୦
[ସମ୍ପାଦନା]- ଆଶାର ଆଲୋ (୧୯୭୩)
- ସଂସାର ସିମନ୍ତ (୧୯୭୪)
- ଗୋଲାପ ବାଉ (୧୯୭୭)
- ଦୁଇ ପୁରୁଷ (୧୯୭୮)
- ଗଣଦେବତା (୧୯୭୯)
- ରାଜନନ୍ଦିନୀ (୧୯୮୦)
- ପ୍ରତିଶୋଧ (୧୯୮୧)
- ଆଗାମି କାଲ (୧୯୮୩)
- ଅଗ୍ନି ଶୁଦ୍ଧି (୧୯୮୪)
- ଥେକେ ତାଲ ପର୍ଯନ୍ତ (୧୯୮୫)
- ଅମର କଣ୍ଟକ (୧୯୮୬)
- ସୋମ ମନେ ନା (୧୯୯୨)
- ରକ୍ତନଦୀର ଧାରା (୧୯୯୪)
- ନାଚ ନାଗିନୀ ନାଚ ରେ (୧୯୯୬)
୨୦୦୦-ବର୍ତ୍ତମାନ
[ସମ୍ପାଦନା]- ଶ୍ୱଶୁରବାଡ଼ି ଜିନ୍ଦାବାଦ (୨୦୦୦)
- ସାଥୀ (୨୦୦୨)
- ମାୟାର ଆଞ୍ଚଲ (୨୦୦୩)
- ଅର୍ଜୁନ ଆମାର ନାମ (୨୦୦୩)
- ପରିବାର (୨୦୦୪)
- ବାଜି (୨୦୦୫)
- ଜୋର (୨୦୦୮)
- ଜନମାତାଟା (୨୦୦୮)
- ଆମି ମନ୍ତ୍ରୀ ହବୋ (୨୦୧୧)
- ମୋନେ ମୋନେ ଭାଲୋବାସା (୨୦୧୧)
- ସୋମ ବୋଲେ ପ୍ରିୟା ପ୍ରିୟା (୨୦୧୧)
- ଓହ ମାଇ ଲାଭ (୨୦୧୧)
- ବାଙ୍ଗାଲ ଘୋଟି ଫଟଫଟି (୨୦୧୨)
- ପ୍ରୟୋଶିଟ୍ଟୋ (୨୦୧୨)
- ପାଙ୍ଗା ନିବି ନା ସାଲା (୨୦୧୩)
- ଆଶ୍ରମକେ ଭାଲୋବାସା (୨୦୧୬)
- ଟୁସ୍କି (୨୦୧୮)
- ହୋଇଚୋଇ ଆନଲିମିଟେଡ (୨୦୧୮)
ଟେଲିଭିଜନ
[ସମ୍ପାଦନା]- ଆଲୋ ଛାୟା
- ଦିଦି ନାମ୍ବାର ୧
- ସୀମାନା ପେରିୟେ
References
[ସମ୍ପାଦନା]- ↑ "Anamika Saha movies, filmography, biography and songs - Cinestaan.com". Cinestaan. Archived from the original on 18 May 2019. Retrieved 16 July 2019.
- ↑ "Anamika Saha - Movies, Biography, News, Age & Photos". BookMyShow. Retrieved 30 August 2020.
External links
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅନାମିକା ଶାହା