ଅନନ୍ଥଗିରି ପର୍ବତସମୂହ
ଅନନ୍ଥଗିରି ପର୍ବତସମୂହ | |
---|---|
View from Ananthagiri Hills | |
Location | |
Map of Telangana, India | |
Location | Telangana, South India |
Coordinates | 17°18′43″N 77°51′47″E / 17.312°N 77.863°ECoordinates: 17°18′43″N 77°51′47″E / 17.312°N 77.863°E |
Climbing | |
Easiest route | Hyderabad |
ଅନନ୍ଥଗିରି ପର୍ବତ ସମୂହ ଭାରତୀୟ ରାଜ୍ୟ ତେଲେଙ୍ଗନା ର ରଙ୍ଗା ରେଡ୍ଡୀ ଜିଲ୍ଲା ର[୧][୨]ଭିକାରାବାଦ ନିକଟରେ ଅବସ୍ଥିତ ।[୩][୪][୫] ଏହି ପର୍ବତ ସମୂହରୁ ଜଳ ନିର୍ଗତ ହେଇ ଓସମାନନଗର ଓ ହିମୟତସାଗରକୁ ପ୍ରବାହିତ ହେଇଥାଏ ।
ଏଠାରେ ଥିବା ଘଞ୍ଚ ଅରଣ୍ୟରେ ତେଲେଙ୍ଗନାର ଅନନ୍ଥଗିରି ମନ୍ଦିର ଅବସ୍ଥିତ । ଏହି ପର୍ବତରୁ ମୂଷି ନଦୀ ମଧ୍ୟ ବାହାରିଛି ଓ ଏହା ଭିକାରାବାଦରୁ ହାଇଦରାବାଦ ହେଇ ପ୍ରବାହିତ ହେଇଥାଏ ।
ଏହା ଏକ ବହୁ ପ୍ରାଚୀନ ବସତି ଅଞ୍ଚଳ ଥିଲା । ଏହା ଏଠାରେ ଥିବା ପୁରାତନ ଗୁମ୍ଫା , ମଧ୍ୟଯୁଗୀୟ ଦୁର୍ଗ , ଓ ପ୍ରବହୀନ ମନ୍ଦିର ମାନଙ୍କରୁ ପ୍ରତିପାଦିତ ହେଇଥାଏ ।
ମୂଷି ନଦୀ [ସମ୍ପାଦନା]
ମୂଷି ନଦୀ ବା ମାଛ କୁଣ୍ଡ ନଦୀ ହାଇଦରାବାଦ ସହରରୁ ପଶ୍ଚିମ ଦିଗରେ 90 କିଲୋମିଟର ଦୂରରୁ ଅନନ୍ଥଗିରି ପର୍ବତରୁ ବାହାରି ପୂର୍ବୋତ୍ତର ଦିଗକୁ ବହିଜାଏ । ଏହା କ୍ରୀଷ୍ଣା ନଦୀ ସହ ନଳଗୋନ୍ଦ ଜିଲ୍ଲାରେ ସମୁଦାଯ 240 କିଲୋମିଟର ପଥ ପ୍ରବାହିତ ହେଲା ପରେ ମିଶି ଥାଏ । [୬]
ଅନନ୍ଥଗିରି ନିକଟରେ ପର୍ଯ୍ୟଟକ ଆକର୍ଷଣ ସମୂହ [ସମ୍ପାଦନା]
ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର [୭][ସମ୍ପାଦନା]
ଏହି ମନ୍ଦିର ହାଇଦରାବାଦ ସହର ଠାରୁ 75 କିଲୋମିଟର ଦୂର ଅନନ୍ଥଗିରି ପର୍ବତ ଉପରେ ହାୟଦରାବାଦର ନିଜାମଙ୍କଦ୍ୱାରା ନିର୍ମିତ ହେଇଥିଲା । ଭଗବାନ ବିଷ୍ଣୁ ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀ ରୂପରେ ଏଠାରେ ପୂଜିତ ହେଇଥାନ୍ତି । ଅନନ୍ତ ଗିରିର ନାମକରଣ ସେଥିପାଇଁ ଏପରି ରହିଛି ।
References[ସମ୍ପାଦନା]
- ↑ "Astrobiology & Geomicrobiology". Division Microbial Systems Ecology, Department of Microbiology, Technische Universität München, Germany. Archived from the original on 13 May 2008. Retrieved 14 February 2009.
- ↑ http://www.hindu.com/2006/09/05/stories/2006090502460200.htm
- ↑ http://www.hindu.com/2006/09/08/stories/2006090822800500.htm
- ↑ http://www.hindu.com/2010/11/19/stories/2010111963950300.htm
- ↑ Tourism destinations in AP. "Ananthagiri Hills". Retrieved 19 October 2012.
- ↑ "AnanthaPadmanabha swamy temple".