ଅନନ୍ଥଗିରି ପର୍ବତସମୂହ

ଉଇକିପିଡ଼ିଆ ରୁ
Jump to navigation Jump to search
ଅନନ୍ଥଗିରି ପର୍ବତସମୂହ
Ananthagiri Hills.JPG
View from Ananthagiri Hills
Location
ଅନନ୍ଥଗିରି ପର୍ବତସମୂହ is located in Telangana
ଅନନ୍ଥଗିରି ପର୍ବତସମୂହ
Map of Telangana, India
LocationTelangana, South India
Coordinates17°18′43″N 77°51′47″E / 17.312°N 77.863°E / 17.312; 77.863Coordinates: 17°18′43″N 77°51′47″E / 17.312°N 77.863°E / 17.312; 77.863
Climbing
Easiest routeHyderabad

ଅନନ୍ଥଗିରି ପର୍ବତ ସମୂହ ଭାରତୀୟ ରାଜ୍ୟ ତେଲେଙ୍ଗନା  ର ରଙ୍ଗା ରେଡ୍ଡୀ ଜିଲ୍ଲା ର[୧][୨]ଭିକାରାବାଦ ନିକଟରେ ଅବସ୍ଥିତ ।[୩][୪][୫] ଏହି ପର୍ବତ ସମୂହରୁ ଜଳ ନିର୍ଗତ ହେଇ ଓସମାନନଗର ଓ ହିମୟତସାଗରକୁ ପ୍ରବାହିତ ହେଇଥାଏ । 


ଏଠାରେ ଥିବା ଘଞ୍ଚ ଅରଣ୍ୟରେ ତେଲେଙ୍ଗନାର ଅନନ୍ଥଗିରି ମନ୍ଦିର ଅବସ୍ଥିତ । ଏହି ପର୍ବତରୁ ମୂଷି ନଦୀ ମଧ୍ୟ ବାହାରିଛି ଓ ଏହା ଭିକାରାବାଦରୁ ହାଇଦରାବାଦ ହେଇ ପ୍ରବାହିତ ହେଇଥାଏ । 

Ananthagiri forest
Anantha Padmanabhaswamy Temple

ଏହା ଏକ ବହୁ ପ୍ରାଚୀନ ବସତି ଅଞ୍ଚଳ ଥିଲା । ଏହା ଏଠାରେ ଥିବା ପୁରାତନ ଗୁମ୍ଫା , ମଧ୍ୟଯୁଗୀୟ ଦୁର୍ଗ , ଓ ପ୍ରବହୀନ ମନ୍ଦିର ମାନଙ୍କରୁ ପ୍ରତିପାଦିତ ହେଇଥାଏ । 

ମୂଷି ନଦୀ [ସମ୍ପାଦନା]

ମୂଷି ନଦୀ ବା ମାଛ କୁଣ୍ଡ ନଦୀ ହାଇଦରାବାଦ ସହରରୁ ପଶ୍ଚିମ ଦିଗରେ 90 କିଲୋମିଟର ଦୂରରୁ ଅନନ୍ଥଗିରି ପର୍ବତରୁ ବାହାରି ପୂର୍ବୋତ୍ତର ଦିଗକୁ ବହିଜାଏ । ଏହା କ୍ରୀଷ୍ଣା ନଦୀ ସହ ନଳଗୋନ୍ଦ ଜିଲ୍ଲାରେ ସମୁଦାଯ 240 କିଲୋମିଟର ପଥ ପ୍ରବାହିତ ହେଲା ପରେ ମିଶି ଥାଏ । [୬]

ଅନନ୍ଥଗିରି ନିକଟରେ ପର୍ଯ୍ୟଟକ ଆକର୍ଷଣ ସମୂହ [ସମ୍ପାଦନା]

ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର  [୭][ସମ୍ପାଦନା]

ଏହି ମନ୍ଦିର ହାଇଦରାବାଦ ସହର ଠାରୁ 75 କିଲୋମିଟର ଦୂର ଅନନ୍ଥଗିରି ପର୍ବତ ଉପରେ ହାୟଦରାବାଦର ନିଜାମଙ୍କଦ୍ୱାରା ନିର୍ମିତ ହେଇଥିଲା । ଭଗବାନ ବିଷ୍ଣୁ ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀ ରୂପରେ ଏଠାରେ ପୂଜିତ ହେଇଥାନ୍ତି । ଅନନ୍ତ ଗିରିର ନାମକରଣ ସେଥିପାଇଁ ଏପରି ରହିଛି । 

References[ସମ୍ପାଦନା]

  1. "Astrobiology & Geomicrobiology". Division Microbial Systems Ecology, Department of Microbiology, Technische Universität München, Germany. Archived from the original on 13 May 2008. Retrieved 14 February 2009.
  2. "Borra Caves Country : India State : Andhra Pradesh City : Araku Valley". Retrieved 14 February 2009.
  3. http://www.hindu.com/2006/09/05/stories/2006090502460200.htm
  4. http://www.hindu.com/2006/09/08/stories/2006090822800500.htm
  5. http://www.hindu.com/2010/11/19/stories/2010111963950300.htm
  6. Tourism destinations in AP. "Ananthagiri Hills". Retrieved 19 October 2012.
  7. "AnanthaPadmanabha swamy temple".