ଅନନ୍ତ (କବି)

ଉଇକିପିଡ଼ିଆ ରୁ
Jump to navigation Jump to search
ଅନନ୍ତ
ବୃତ୍ତି କବି
ଜାତୀୟତା ଭାରତୀୟ
ସମୟ ଊନବିଂଶ ଶତାବ୍ଦୀ
ସାହିତ୍ୟ କୃତି ଅଲେଖ କୋଇଲି

ଅନନ୍ତ ଊନବିଂଶ ଶତାବ୍ଦୀର ଶେଷପାଦର ଜଣେ ଓଡ଼ିଆ କବି । ସେ 'ଅଲେଖ କୋଇଲି' ରଚନା କରିଥିଲେ । ଏହି ରଚନାଟି ଏବେ ସୁଦ୍ଧା ଅପ୍ରକାଶିତ ।[୧]

ଆଧାର[ସମ୍ପାଦନା]

  1. ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।