ଅଦ୍ୱୈତ ମହାନ୍ତି
Appearance
ଅଦ୍ୱୈତ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୪୨ ଆଳକଣା, କେନ୍ଦ୍ରାପଡ଼ା ଜିଲ୍ଲା, ଓଡ଼ିଶା |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ବିଷୟ | ନାଟକ, ଗପ, ଏକାଙ୍କିକା |
ଅଦ୍ୱୈତ ମହାନ୍ତି (ଜନ୍ମ: ୨୦ ଜାନୁଆରୀ ୧୯୪୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ ଓ ପତ୍ରିକା ସମ୍ପାଦକ । ତାଙ୍କ ଲେଖାରେ ମନନଶୀଳତା, ଧାର୍ମିକ ସହନଶୀଳତା, ଜାତୀୟ ସଂହତି ଓ ମାନବିକ ମୂଲ୍ୟବୋଧକୁ ନେଇ ରଚିତ ।
ଜୀବନୀ
[ସମ୍ପାଦନା]ଅଦ୍ୱୈତ ମହାନ୍ତି ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାସ୍ଥିତ ଆଳକଣାରେ ୧୯୪୨ ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।
ରଚନାବଳୀ
[ସମ୍ପାଦନା]ଗପ
[ସମ୍ପାଦନା]- ଈଶ୍ୱରଙ୍କ ଠିକଣା
ନାଟକ
[ସମ୍ପାଦନା]- ସୁବର୍ଣ୍ଣରେଖା
- ମା’
- ତରଙ୍ଗ
ମାନସମ୍ମାନ
[ସମ୍ପାଦନା]ସେ ୧୯୬୯ରେ ପ୍ରବନ୍ଧ ରଚନା ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତିରୁ ବିଷୁବ ପୁରସ୍କାର ପାଇଥିଲେ ।