ଅଦ୍ୱୈତ ଆଶ୍ରମ

ଉଇକିପିଡ଼ିଆ ରୁ
Jump to navigation Jump to search
ଅଦ୍ୱୈତ ଆଶ୍ରମ,ମାୟାବତୀ


ଅଦ୍ୱୈତ ଆଶ୍ରମ ଏହା ରାମକୃଷ୍ଣ ମଠର ଏକ ଶାଖା କେନ୍ଦ୍ର ।ହିମାଳୟର ମାୟାବତୀଠାରେ ଏହି ଆଶ୍ରମଟି ଅବସ୍ଥିତ ।ସ୍ୱାମୀ ବିବେକାନନ୍ଦଙ୍କ ନିର୍ଦ୍ଦେଶରେ ତାଙ୍କର ଶିଷ୍ୟ ଜେମ୍ସ୍ ହେନେରି ସେଭିୟାର୍ ଓ ଶାର୍ଲେଟ ସେଭିୟାର୍ ୧୮୯୯ର ମାର୍ଚ ୧୯ ତାରିଖରେ ଏହାର ସ୍ଥାପନା କରି ଥିଲେ ।

ଆଧାର[ସମ୍ପାଦନା]

ଛାଞ୍ଚ:ସ୍ୱାମୀ ବିବେକାନନ୍ଦ