ଅଦ୍ୱୈତ ମହାନ୍ତି
(ଅଦ୍ବୈତ ମହାନ୍ତିରୁ ଲେଉଟି ଆସିଛି)
ଅଦ୍ୱୈତ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୪୨ ଓଡ଼ିଶା |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ବିଷୟ | ନାଟକ, ଗପ, ଏକାଙ୍କିକା |
ଅଦ୍ୱୈତ ମହାନ୍ତି (ଜନ୍ମ ୧୯୪୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ ଓ ପତ୍ରିକା ସମ୍ପାଦକ । ତାଙ୍କ ଲେଖାରେ ମନନଶୀଳତା, ଧାର୍ମିକ ସହନଶୀଳତା, ଜାତୀୟ ସଂହତି ଓ ମାନବିକ ମୂଲ୍ୟବୋଧକୁ ନେଇ ରଚିତ ।
ରଚନାବଳୀ[ସମ୍ପାଦନା]
ଗପ[ସମ୍ପାଦନା]
- ଈଶ୍ୱରଙ୍କ ଠିକଣା
ନାଟକ[ସମ୍ପାଦନା]
- ସୁବର୍ଣ୍ଣରେଖା
- ମା’
- ତରଙ୍ଗ
ମାନସମ୍ମାନ[ସମ୍ପାଦନା]
୧୯୬୯: ପ୍ରବନ୍ଧ ରଚନା ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତିରୁ ବିଷୁବ ପୁରସ୍କାର ।